Odisha news

ଖୋର୍ଦ୍ଧା : ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର; ୩୫ ୟୁନିଟ ରକ୍ତ ସଂଗ୍ରହ

0

ଖୋର୍ଦ୍ଧା : ସ୍ଥାନୀୟ ବିଡିଏ କଲ୍ୟାଣ ମଣ୍ଡପ ପରିସରରେ ଓଡିଶା ମୋ ପରିବାର ଖୋର୍ଦ୍ଧା ଶାଖା ପକ୍ଷରୁ ଚାଲିଥିବା ରକ୍ତଦାନ ଶିବିରରେ ଆଜିଥିଲା ଦ୍ୱିତୀୟ ଦିବସ । ଆଜି ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ଜିଲା ସଂଯୋଜକ ଦିଲୀପ କୁମାର ହୋତା, ପୂର୍ବତନ କାଉନ୍ସିଲର ବିଭୁପ୍ରସାଦ ସାହୁ, ଜିଲା ଯୁବ ବିଜେଡି ସଂଯୋଜକ ଲଳିତ ମୋହନ ମହାପାତ୍ର, ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ସଂଯୋଜକ ଗୌତମ ମିଶ୍ର, ବିଜୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉସôାହିତ କରିଥିଲେ ।

Leave A Reply