ରମ୍ଭା-୧୫/୧୦/୨୦୨୦ ଖଲ୍ଲିକୋଟ ଚାରୁକ।ରୁକଳା ମହାବିଦ୍ୟାଳୟ ସଭାଗୃହ ପରିସରରେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡ଼ଃ ଏ.ପି. ଜେ ଅବୁଦୁଲ କାଲାମ ଜନକଲ୍ୟାଣ ପରିଷଦ ଖଲ୍ଲିକୋଟ ପକ୍ଷରୁ କରୋନା ପଞ୍ଚସୁତି ନିୟମ ପାଳନ ପୂର୍ବକ ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ। ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ କାର୍ଯ୍ୟକ୍ରମର ନିମନ୍ତ୍ରଣପତ୍ର ସୂଚୀତ ପ୍ରକାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।ଗଞ୍ଜାମ ଜିଲ୍ଲା ଅ।ଡିସନାଲ ଏସ. ପି ଅଶୋକ ମହାନ୍ତି(ମୁଖ୍ୟ ଅତିଥି),ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରୀ ବ୍ରହ୍ମପୁର ଶ୍ରୀଯୁକ୍ତ ଅମୂଲ୍ୟ କୁମାର ପ୍ରଧାନ(ମୁଖ୍ୟ ବକ୍ତା), ଶ୍ରୀଯୁକ୍ତ ନବକୃଷ୍ଣ ଜେନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଲ୍ଲିକୋଟ, ସତ୍ୟ ରଂଜନ ପ୍ରଧାନ ଭାରପ୍ରାପ୍ତ ଅଧିକାରୀ, ହରେକୃଷ୍ଣ ପଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଖଲ୍ଲିକୋଟ, ଶ୍ରୀମତୀ ରଶ୍ମିତା ଜେନା ବନାଞ୍ଚଳ ଅଧିକାରୀ ରମ୍ଭା, କୋମଳ କାନ୍ତ ସାହୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ବେଗୁନିଆପଡା,ରାମଚନ୍ଦ୍ର ମିଶ୍ର ଏକଜୁଟି ଅଫିସର,ଚାରୁ କ।ରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ କୁମାର ଦାସଖଲ୍ଲିକୋଟ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଅବଦୁଲ କାଲାମଙ୍କ ଜୀବନୀ ଜୀବିକା, ଛାତ୍ର ବତ୍ସଳମାନଙ୍କୁ ଉପଦେଶ, ପୃଥିବୀରେ ବିଜ୍ଞାନ ଅଗ୍ରଗତି, ଦିଗଦର୍ଶନ ସମେତ ପ୍ରସଙ୍ଗ ଭିତ୍ତିକ ତଥା ଶିକ୍ଷଣୀୟ ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ କୁ ସଂଯୋଜ ନା କରିଥିଲେ ସମାଜସେବୀ ମହେଶ୍ୱର ବରାଡ଼।ଏଥିସହ ଜିଲ୍ଲା ଓବ୍ଲକ ସ୍ତରୀୟ ବରିଷ୍ଠ ପଦାଧିକାରୀ ମାନଙ୍କୁ ଉପଢୋକନ ସହ ମାନପତ୍ର ପ୍ରଦାନ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ।ତତ ସହିତ ବୃକ୍ଷ ଚାରା ବଣ୍ଟନ କରାଇଯାଇଥିଲା।ଶେଷରେ ଧନ୍ୟବାଦ ଦେଇ ସଭାସଙ୍ଗ କରାଇଯାଇଥିଲା।