ଢ଼େଙ୍କିକୋଟ ତା ୮. ୧. ୨୩ : କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍ ଅନ୍ତର୍ଗତ ଗୋପିନାଥପୁର ଠାରେ ଗତକାଲି ସ୍କଟି ସହିତ ବାଇକ ଧକ୍କା ରେ ଜଣେ ଶିଖ୍ୟୟତ୍ରୀ କଂ ମୃତ୍ୟୁ ହୋଇଯାଇଛି l ତାଂକ ନାମ ରଂଜିତା ବେହେରା l ସେ ସାହାରପଡ଼ା ବ୍ଲକ୍ କମୁଳାବାହାଳି ପ୍ରାଥମିକ ବିଦ୍ୟାଳୟରେ ଶିଖ୍ୟୟତ୍ରୀ ଭାବେ ପାଠପଢାଉ ଥିଲେ l ଗତକାଲି ସେ ସ୍କୂଲ ରୁ ଫେରିବାବେଳେ ଏକ ବାଇକ ଚାଳକ ତାଂକୁ ସାମ୍ନାପଟୁ ଧକ୍କା ଦେଇଥିଲା l ସେ ଗୁରୁତ୍ୱର ଆହତ ହୋଇଥିଲେ , ତେବେ ଚିକିତ୍ସାଧିନ ଅବସ୍ତା ତାଙ୍କର ମୃତ୍ୟୁ ହୋଇଯାଇଛି l