କେନ୍ଦ୍ରାପଡା-୨୦/୦୧: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିଜେଡି, କଂଗ୍ରେସ ନିଜ ନିଜର ପ୍ରାର୍ଥୀଙ୍କ ନାମାଙ୍କ ପତ୍ର ଦାଖଲ କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ବିଜେପି ଶାଖା ତରଫରୁ ଜିଲ୍ଲା ପରିଷଦ ର୍ପ୍ରାର୍ଥୀ ମାନଙ୍କର ନାମ ଘୋଷଣା କରାଯାଇଛି । ୫ନଂ ଜୋନରେ ପଦ୍ମିନୀ ମଲିକ, ୬ନଂ ଜୋନରେ ସଙ୍ଗୀତା ରାଉତ, ୭ନଂ ରେ ସଂଘମିତ୍ରା ମଲିକ, ୮ନଂରେ ଲଲାଟ କେଶରୀ ସାମଲ, ୯ନଂ ରେ ସୁଦିପ୍ତ ପ୍ରଧାନ, ୧୦ନଂରେ ରଞ୍ଜିତ କୁମାର ଆଚାର୍ଯ୍ୟ, ୧୧ନଂ ରେ ଡଲି ଶତପଥୀ, ୧୨ନଂରେ ତପନ ମଲିକ, ୧୩ନଂରେ ରଞ୍ଜିତା ସେଠୀ, ୧୪ନଂରେ ମମତା ସେଠୀ, ୧୫ନଂରେ ବିଜୟଲକ୍ଷ୍ମୀ ମଲିକ, ୧୬ନଂ ରେ ସଂଗ୍ରାମ କେଶରୀ ସେଠୀ, ୧୮ନଂରେ ମାମି ମଲିକ, ୧୯ନଂରେ ମୋନାଲିସା ଦାସ, ୨୦ନଂରେ ସୈାଭାଗ୍ୟ କୁମାର ପରିଡା, ୨୧ନଂରେ କାମିନୀ ଖଟୁଆ, ୨୨ନଂରେ ସରୋଜକାନ୍ତ ସାହୁ, ୨୩ନଂ ରେ ଶଶିକାନ୍ତ ପରିଡା, ୨୪ନଂରେ ପ୍ରଜେଶ ରଞ୍ଜନ ନାୟକ, ୨୫ନଂ ରେ ରାଜଲକ୍ଷ୍ମୀ ଦାସ, ୨୬ନଂ ରେ ମିହିର କୁମଜାର ସାମଲ, ୩୦ ନଂରେ ପ୍ରମୋଦ କୁମାର ଦାସ, ୩୧ନଂ ରେ ରାଜୀବ ଲୋଚନ ନାୟକ, ୩୨ନଂ ରେ ଆରତୀ ହାଂସଦା ପ୍ରଭୃତି ୨୫ଜଣଙ୍କ ନାମ ଦଳ ତରଫରୁ ରାଜ୍ୟ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି ଘୋଷଣା କରିଛନ୍ତି ।