Odisha news

ଆମ ଗାଁ ଆମ ସାହିତ୍ୟ ପରିଷଦର କବିତା ପାଠୋସôବ

0

କେନ୍ଦ୍ରାପଡା ୬/୯( ରବୀନ୍ଦ୍ର ଦାଶ ) : – ଆମ ଗାଁ ଆମ ସାହିତ୍ୟ ପରିଷଦ ଆନୁକୁଲ୍ୟରେ ସହର ଉପକଣ୍ଠ ସଂଜୀବନୀ ବିଦ୍ୟା ମନ୍ଦିର ପରିସରରେ କୋଭିଡ -୧୯ ଅନୁପାଳନ ପୂର୍ବକ କରୋନା ସମ୍ପର୍କିତ ଏକ ଆଲୋଚନାଚକ୍ର ଓ କବିତା ପାଠୋସôବ ଅନୁଷ୍ଠିତ ହୋଇଯାଇଛି ।

ଏହି ଉପଲକ୍ଷେ ପରିଷଦର ସଭାପତି ସଞ୍ଜୟ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ, ସମ୍ପାଦକ ମନ୍ମଥ ବରାଳ, ଡଃ.ରନôାକର ମଲ୍ଲିକ, ମେଜର ଭରତ ଚନ୍ଦ୍ର ଜେନା, ଶିକ୍ଷାବିତ ଭରତ ଚନ୍ଦ୍ର ସାହୁ, କବି ରାମକୃଷ୍ଣ ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ତୁଷାର ଘୋଷ, କୈଳାଶ ମଲ୍ଲିକ, ଅପର୍ତି ସେଠୀ, ଦିବାକର ପ୍ରଧାନ ପ୍ରମୁଖ ୧୨ରୁ ଉଦ୍ଧ୍ୱର୍ କବି ଓ କବୟତ୍ରୀ ଯୋଗଦେଇ ସ୍ୱ ରଚିତ କବିତା ପାଠ କରିଥିଲେ । ପରିଷଦର ସମ୍ପାଦକ ସ୍ୱପ୍ନାଶୁ ଦାସ ବୀବରଣୀ ପାଠ କରିଥିବା ବେଳେ ଟିଟିକାନ୍ତ ନାୟକ ସ୍ୱାଗତ ଭାଷଣ ଓ ଅଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କବିତା ମୁଦୁଲି ଓ ଅଶୋକ କୁମାର ସାହୁ ମିଳିତ ଭାବରେ କବିତା ଗୁଡିକର ସଂଯୋଜନା କରିଥିଲେ ।

Leave A Reply