Odisha news

କଙ୍ଗନା ଙ୍କ ର ସଂସଦ ରେ ମନେପଡ଼ିଲା 𝙲𝙸𝚂𝙵 ମହିଳା ଯବାନ ଙ୍କ ଚାପୁଡ଼ା 

0
ଭାଜପା ସାଂସଦ ଓ ବଲିଉଡ କୁଇନ    କଙ୍ଗନା ରାନାଓ୍ବତ ଗୁରୁବାର ଦିନ ସଂସଦ ରେ ସରକାର ଙ୍କୁ ପ୍ରଶ୍ନ କରିଥିଲେ ଯେ କଣ ସରକାର ଙ୍କ ନିକଟରେ ବିମାନ ବନ୍ଦର ଗୁଡିକ ଉପରେ ମୁତୟନ ହୋଇଥିବା CISF  ଯବାନ ମାନଙ୍କ ନକାରାତ୍ମକ କାର୍ଯ୍ୟକଳାପ କୁ ପରଖିବା ପାଇଁ କୌଣସି ପ୍ରଣାଳୀ ଅଛି କି ?
ଚଣ୍ଡିଗଡ଼ ବିମାନ ବନ୍ଦର ରେ ଜଣେ ମହିଳା cisf ସୁରକ୍ଷା କର୍ମୀ ଚାପୁଡ଼ା ମାରିଥିଲେ l ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ହୋଇ ଥିଲା , ଏବଂ ଏହାପରେ ଏହାକୁ ନେଇ ଦେଶରେ ରାଜନୀତି ତେଜିଥିଲା ଏବଂ ବିମାନ ବନ୍ଦର ଯାତ୍ରୀ ଙ୍କ ପାଇଁ କେତେ ସୁରକ୍ଷୟିତ ବୋଲି ପ୍ରଶ୍ନ ଉଠାଇ ଥିଲେ କଙ୍ଗନା ଲ
ହିମାଚଳ ପ୍ରଦେଶ ର ମଣ୍ଡି ରୁ ବିଜେପି ର  ସାଂସଦ ଭାବେ କଙ୍ଗନା ରାନାଓ୍ବତ ବିଜାୟ୍ ଲାଭ କରିବା ପରେ ଦିଲ୍ଲୀ ଯାଉଥିବା ସମୟ ରେ ଚଣ୍ଡିଗଡ଼ ର ବିମାନ ବନ୍ଦରରେ ତଙ୍କୁ cisf ମହିଳା ଯବାନ ଚାପୁଡ଼ା ମାରିଥିଲେ ଏହା ପଛର କାରଣ ରହିଥିଲା ଯେ ଚାଷୀ ଆନ୍ଦୋଳନ ସମୟ ରେ ମହିଳା ଚାଷୀ ଙ୍କ ର ଆନ୍ଦୋଳନ ରେ ଅଂଶ ଗ୍ରହଣ କରିବକୁ ନେଇ କଙ୍ଗନା କଟୁ ମନ୍ତବ୍ୟ୍ ଦେଇଥିଲେ l ଏବଂ ଏହି ମହିଳା ଚାଷୀ ଙ୍କ ମଧ୍ୟରେ cisf ମହିଳା ଯବାନ ଙ୍କ ମା ମଧ୍ୟ ଥିଲେ l ଯାହାକି ସେ କାଙ୍ଗାନା ଙ୍କୁ ଚାପୁଡ଼ା ମାରିବା ପରେ ଚାକିରୀ ରୁ ବହିଷ୍କାର ହେବା ପରେ  କହିଥିଲେ l
Leave A Reply