Odisha news

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିଜ ସ୍ପର୍ଶ ରେ ରଖି ଦିଅନ୍ତୁ ଏହିସବୁ ଜିନିଷ, ଖୋଲିଯିବ ଆପଣଙ୍କ ଭାଗ୍ୟ

0

ପ୍ରତ୍ୟେକ ମଣିଷ ଙ୍କ ପାଇଁ ପର୍ସ ଗୋଟିଏ ଏଭଳି ଜିନିଷ ଯାହା ସବୁଠୁ ଜରୁରୀ l ଯେଉଁଥିରେ ଅନେକ ଗୁଡିଏ ଆବଶ୍ୟକୀୟ ଜିନିଷ ମହଜୁଦ ହୋଇ ଥାଏ l ଯେଉଁ ଜିନିଷ ଗୁଡିକ ଆମେ ଦରକାର ସମୟ ରେ ବ୍ୟବହାର କରିଥାଉ l ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏହା ଗୋଟିଏ ଆବଶ୍ୟକୀୟ ଜିନିଷ ଅଟେ l କିନ୍ତୁ ଆଜିକାଲି ଅନେକ ଲୋକ ଡ଼ିଜିଟାଲାଇଜେସନ କାରଣରୁ ପର୍ସ ରଖିବା ବନ୍ଦ କରି ଦେଉଛନ୍ତି l ଏବଂ ଅନଲାଇନ ପେମେଣ୍ଟ ମାଧ୍ୟମ ରେ ସମସ୍ତ ଦିଆନିଆ କାର୍ଯ୍ୟ କରୁଛନ୍ତି l

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିକଟ ରେ ଗୋଟିଏ ପର୍ସ ନିହାତି ରଖିବା ଜରୁରୀ ଓ ସେଥିରେ କିଛି ପଇସା ରଖିବା ମଧ୍ୟ ଜରୁରୀ l ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ମିଳିଥାଏ l

– ଯଦି ଆପଣ ନିଜ ସ୍ପର୍ଶ ରେ ଗୋଟିଏ ରୂପା ର ପତ୍ର ରଖିବେ ତେବେ ଏହା ଶୁଭ ଫଳ ଦେଇଥାଏ l ଚାନ୍ଦି ବା ରୁପା ଗୋଟିଏ ଏଭଳି ଧାତୁ ଯାହାଦ୍ୱାରା ସମୃଦ୍ଧି ର ଆଗମନ ହୋଇଥାଏ l ତେଣୁ ଆପଣ ନିଜ ସ୍ପର୍ଶ ରେ ନିହାତି ରୂପା ଜିନିଷ ରଖନ୍ତୁ l

– ନିଜ ସ୍ପର୍ଶ ରେ ସର୍ବଦା ୨ଟି ଗୁଜୁରାତି କୁ ଗୋଟିଏ ନାଲି କପଡା ରେ ପୁଡିଆ ଆକାରରେ ବାନ୍ଧି ରଖନ୍ତୁ , ଏହାକୁ ରଖିବା ଦ୍ୱାରା ଗୃହ କ୍ଳେଶ ଦୂର ହୋଇଥାଏ ଏବଂ ଜୀବନ ରୁ ନେଗେଟିଭିଟି ଦୂର ହୋଇଥାଏ l ସମ୍ପର୍କ ରେ ମଧୁରତା ଆସିଥାଏ l ଯଦି କୌଣସି ଡ଼ିଲ ପାଇଁ ଯାଉଛନ୍ତି ତେବେ ନିହାତି ରଖନ୍ତୁ l

– ଆଉ ଗୋଟିଏ ଜିନିଷ ହେଲା କଉଡ଼ି ଯାହାକୁ ନିହାତି ରଖିବା ଆବଶ୍ୟକ l କଉଡ଼ି ସ୍ପର୍ଶ ରେ ରଖିଲେ ମାତା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତି ହୋଇଥାଏ l ଜୀବନ ରୁ ଖରାପ ସମୟ ଦୂର ହୋଇଥାଏ ଏବଂ ଧନ ବୃଦ୍ଧି ହୋଇଥାଏ l ମାତା ଲକ୍ଷ୍ମୀଙ୍କ ର କଉଡ଼ି ଗୋଟିଏ ପ୍ରିୟ ବସ୍ତୁ ଅଟେ l

Leave A Reply