Odisha news

ଜଳବନ୍ଦୀ ଗମୁ, ମହାକାଳପଡା, ମନ୍ଦାରୀ ଅଂଚଳକୁ ଡଙ୍ଗାରେ ପରିଦର୍ଶନ କଲେ ଜିଲ୍ଲାପାଳ

0

ଯାଜପୁର, : ବ୍ରାଦ୍ମଣୀ ଓ ବୈତରଣୀ ନଦୀର ଜଳସ୍ତର ହା୍ରସ ପାଉଥିବାରୁ ଯାଜପୁର ଜିଲ୍ଳ୍ାର ବନ୍ୟା ପରିସ୍ଥିତିରେ ସୁଧାର ଆସିଚ୍ଥି । ଯେଉଁ ଅଂଚଳ ଗୁଡିକୁ ସଡକ ପଥରେ ଯୋଗାଯୋଗ ସମ୍ଭବ ହୋଇଚ୍ଥି ସେଠାରେ ରିଲିପଂ ଓ ପଲିଥିନ ବଣ୍ଟନକୁ ତ୍ୱରାନ୍ୱିତ କରାଯାଇଚ୍ଥି । ଅପର ପକ୍ଷରେ ଜଳବନ୍ଦୀ ଅଂଚଳରେ ଓଡ୍ରାପଂ, ଏନ୍.ଡି.ଆର.ଏପଂ. ଓ ଅଗ୍ନିଶମ ବିଭାଗ ଦ୍ୱାରା ରିଲିପଂ କାର୍ଯ୍ୟକୁ ପରିଚାଳନା କରାଯାଉଚ୍ଥି ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ବୁଧବାର ପ୍ରତୁ୍ୟଷରୁ ଜିଲ୍ଲାପାଳ ଶ୍ରୀ ଦାସଙ୍କ ସମେତ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ବରୀ ତହସିଲଦାର ସରୋଜକାନ୍ତ ନାୟକ ପ୍ରମୁଖ ବରୀରେ ପହଂଚି ପଲିଥିନ, ଚୁଡା ଓ ଗୁଡ ବିଭିନ୍ନ ପଂଚାୟତର ଗ୍ରାମ ମାନଙ୍କୁ ପ୍ରେରଣ କରିଥିଲେ । ପରେ ଜିଲ୍ଲାପାଳ ଙ୍କ ସହ ପ୍ରକଳ୍ପ ନିଦେ୍ର୍ଦଶକ, ଆଇ.ଏ.ଏସ୍. ପ୍ରୋବେସନର, ବି.ଡି.ଓ. ଶିବାନନ୍ଦ ସ୍ୱାଇଁ ଜିଲ୍ଳ୍ା ପଂଚାୟତ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଓଡ୍ରାପଂ ବୋଟ୍ ମାଧ୍ୟମରେ ଚନ୍ଦନପୁର, ଗମୁ, ମହାକାଳପଡା, ମନ୍ଦାରୀ ଇତ୍ୟାଦି ପଂଚାୟତର ବିଭିନ୍ନ ଗ୍ରାମ ଗୁଡିକୁ ପରିଦର୍ଶନ କରିଥିଲେ ।

ସେହି ଅଂଚଳର ଲୋକ ମାନଙ୍କୁ ଚୁଡା, ଗୁଡ ଇତ୍ୟାଦି ରିଲିପଂ ବଣ୍ଟନ ସହ ଯେଉଁ ଯେଉଁ ସ୍ଥାନରେ ଜଳସ୍ତର କମିଲାଣି ସେଠାରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବାକୁ ଜିଲ୍ଳ୍ାପାଳ ସ୍ଥାନୀୟ ସରପଂଚ ଓ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ରିଲିପଂ ସାମଗ୍ରୀ ସହ ପିଇବା ପାଣି ଓ ଥଣ୍ଡା ଜ୍ୱର, ଝାଡା ଇତ୍ୟାଦି ରୋଗର ଚିକିସôା ପାଇଁ ଓ÷୍ୟଷଧ ପ୍ରଦାନ ପାଇଁ ମେଡିକାଲ ଅପିଂସର ମାନଙ୍କ ସହ ଯୋଗାଯୋଗ ପାଇଁ ସ୍ଥାନୀୟ ବି.ଡି.ଓ. ଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଳ୍ା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପାଣି ଶୁଖିଯାଇଥିବା ସ୍ଥାନର ନଳକୂପ ଗୁଡିକୁ ବିଶୋଧନ କରିବା ସହ ଏହାର ଚତୁପାର୍ଶ୍ୱ ଓ ସଂପୃକ୍ତ ଅଂଚଳକୁ ବିଶୋଧନ କରିବାକୁ ଜିଲ୍ଳ୍ାପାଳ ନିଦେ୍ର୍ଦଶ ଦେଇଚ୍ଥନ୍ତି । ଜଳଘେରରେ ରହିଥିବା ସଂପୃକ୍ତ ଅଂଚଳର ଲୋକମାନେ ଜିଲ୍ଲାପାଳ ଙ୍କୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଖୁସି ବ୍ୟକ୍ତ କରିଥିଲେ । ଏତେ ପାଣିରେ ଯେତେବେଳେ ଅଂଚଳ ବାସୀ କେଉଁଆଡେ ଯିବା ସମ୍ଭବ ନୁହେଁ ବା ଅନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଆସିବା ଅସମ୍ଭବ ହେଉଚ୍ଥି ସେତେବେଳେ ଖୋଦ v ପହଂଚି ଥିବାରୁ ବିଭିନ୍ନ ସ୍ଥାନରେ ଜନସାଧାରଣ କୃତଜ୍ଞତା ଜଣାଇବା ସହ ରିଲିପଂ, ଚାଷ କାର୍ଯ୍ୟ, ଜଳ ନିଷ୍କାସନ, ବିଦୁ୍ୟତ୍ ସରବରାହ ଇତ୍ୟାଦି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ । ୨୦୧୧ ବନ୍ୟା ଠାରୁ ଏହା ଅଧିକ ବୋଲି ବୟସ୍କ ବ୍ୟକ୍ତିମାନେ ମତ ଦେବା ସହ ଏତେ ପାଣିରେ ପ୍ରଶାସନିକ ଅଧିକାରୀମାନେ ଆସିଥିବାରୁ ଆନନ୍ଦ ପ୍ରକାଶ କରିଥିଲେ ।

ପରେ ଜିଲ୍ଲାପାଳ ବ୍ଳ୍କ ଓ ତହସିଲରେ ରିଲିପଂ କାର୍ଯ୍ୟର ସମୀକ୍ଷା କରିଥିଲେ । ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ ପ୍ରଦାନରେ ପାତର ଅନ୍ତରକୁ ବରଦାସ୍ତ କରାଯିବନାହିଁ । ସରକାରୀ ବ୍ୟକ୍ତିମାନେ ଘରକୁ ଘର ବୁଲି ସ୍ଥିତି ଅନୁଧ୍ୟାନ କରି ନିରପେକ୍ଷ ଭାବେ ସହାୟତା ପ୍ରଦାନ ପାଇଁ ଜିଲ୍ଳ୍ାପାଳ ନିଦେ୍ର୍ଦଶ ଦେଇଚ୍ଥନ୍ତି । କୈାଣସି କ୍ଷେତ୍ରରେ ଅନିୟମିତତା ଜଣାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳ୍ାପାଳ ସତର୍କ କରାଇ ଦେଇଚ୍ଥନ୍ତି । ଜିଲ୍ଳ୍ାର ଚଳିତ ବନ୍ୟାରେ ୧୦ଟି ଯାକ ବ୍ଳକର ୧୮୬ ଗୋଟି ପଂଚାୟତର ୮୩୬ ଟି ଗ୍ରାମ ଓ ପୈାରାଂଚଳର ଗୋଟିଏ ୱାର୍ଡର ମୋଟ ୯୯୫୯୪୭ ଲୋକ ପ୍ରଭାବିତ ହୋଇଚ୍ଥନ୍ତି । ମୋଟ ୮୨୦ ଟି ଗ୍ରାମର ୮୧୪୩୭୨ ଲୋକ ଜଳ ଘେରରେ ଥିବାବେଳେ ବର୍ତମାନ ମଧ୍ୟ ୮୦ ଟି ଗ୍ରାମର ୭୪୩୪୭ ଲୋକ ଜଳ ଘେରରେ ରହିଚ୍ଥନ୍ତି । ୪୨୭୨୧ ଜଣ ଲୋକଙ୍କୁ ୨୨୪ ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ୨୪୯ ଟି ରନ୍ଧା ଖାଦ୍ୟ କେନ୍ଦ୍ର କରାଯାଇଥିଲା । ବର୍ତମାନ ୧୪୦ ଟି ସ୍ଥାନରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଚ୍ଥି ।

ଏନ୍.ଡି.ଆର.ଏପଂ. ଋ ୩, ଓଡ୍ରାପଂର ୪ ଓ ଅଗ୍ନିଶମର ୧୪ ଟି ବୋଟ ରିଲିପଂ କାର୍ଯ୍ୟରେ ନିୟୋଜନ ହୋଇଚ୍ଥି । ୭୭ ଗୋଟି ବୋଟ ମଧ୍ୟ କାର୍ଯ୍ୟରେ ଲାଗିଚ୍ଥି । ୩୦୯୪୮୨ ପଶୁ ସମ୍ପଦ ପ୍ରଭାବିତ ହୋଇଚ୍ଥନ୍ତି । ୭୫୩୭୪ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତର ଆଶଙ୍କା ରହିଚ୍ଥି । ବର୍ତମାନ ସୁଦ୍ଧା ୬୯୪୫.୭୭୫ କ୍ୱିଣ୍ଟାଲ ଚାଉଳ, ୧୬୩୫.୯ କ୍ୱିଣ୍ଟାଲ ଚୁଡା, ୧୬୫.୮୬ କ୍ଟିଣ୍ଟାଲ ଗୁଡ, ୩୧୪.୨୫ ମେଟ୍ରିକ ଟନ୍ ଗୋ-ଖାଦ୍ୟ, ୭୧୧୨୬ ହାଲୋଜିନ ବଟିକା, ୫୩୫୭୧ ଓ.ଆର.ଏସ୍. ପ୍ୟାକେଟ, ୬୫୬୦୦୦ ପ୍ୟାକେଟ୍ ପାଣି ପାଉଚ ବଣ୍ଟନ ହୋଇଚ୍ଥି । ୧୮ଟି ମେଡିକାଲ ଟିମ୍ ଓ ୬୨ ଟି ମୋବାଇଲ ଟିମ୍ ମାଧ୍ୟମରେ ଚିକିସôା ଓ ୧୦ଟି ଟିମ୍ ମାଧ୍ୟମରେ ଲୋକ ମାନଙ୍କର ପଶୁ ସମ୍ପଦ ଚିକିସôା କରାଯାଇଚ୍ଥି ବୋଲି ଜିଲ୍ଳ୍ା ଜରୁରୀ ବିଭାଗ ସୂତ୍ରରୁ ପ୍ରକାଶ

Leave A Reply