Odisha news

କୁଖ୍ୟାତ ଅପରାଧି ଯଯନ ପାଣିଗ୍ରାହୀ ଗିରଫ

0

ବାଲେଶ୍ୱର   : ଆଜି ସନ୍ଧ୍ୟାରେ ସହଦେବଖୁଂଟା ପୋଲିସ ଏକ ବିରାଟ ସଫଳତା ହାସଲ କରିଛି । ଆଜିକୁ ୧୫ ଦିନ ହେବ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଯଯନକୁ ଧରିବା ପାଇଁ ଚେଷ୍ଟା କରିଥିଲା । ମାତ୍ର ଆଜି ସନ୍ଧ୍ୟାବେଳେ ଯଯନକୁ ମାରଣାସ୍ତ୍ର ସହ ଷ୍ଟେସନ ଛକ ରିଲାନ୍ସ ସ୍ମାର୍ଟ ସମ୍ମୁଖରେ ପୋଲିସ ତାକୁ କାବୁ କରିଛି । ଯଯନଙ୍କର ବିଭିନ୍ନ ଥାନାରେ ମାମଲା ସ୍ଥଗିତ ରହିଛି ।

Nalco
Leave A Reply