Odisha news

ଡିଭିଲିୟର୍ସଙ୍କ ୧୦୦ତମ କ୍ୟାଚ୍‌ 

0

ଆବୁଧାବୀ,୨୧ା୧୦(ଏଜେନ୍ସି): ଚଳିତ ଆଇପିଏଲ୍‌ର ୩୯ତମ ମ୍ୟାଚରେ ମିଷ୍ଟର ୩୬୦ ଭାବେ ପରିଚିତ ଏବି ଡିଭିଲିୟର୍ସ ଆଇପିଏଲ୍‌ର ୧୦୦ତମ କ୍ୟାଚ୍‌ ଧରିବାର ରେକର୍ଡ କରିଛନ୍ତି । ମହମ୍ମଦ ସିରାଜଙ୍କ ବଲ୍‌ରେ ୱିକେଟ୍‌ ପଛରେ ଥିବା ଡିଭିଲିୟର୍ସ ରାହୁଲତ୍ରିପାଠୀଙ୍କ କ୍ୟାଚ୍‌ ଧରିଥିଲେ । ପରେ ପରେ ଟମ୍‌ ବଣ୍ଟନ କ୍ୟାଚ୍‌ ମଧ୍ୟ ଧରିଥିଲେ ।

Nalco
Leave A Reply