IPL ୨୦୨୬ ରେ ଆକିବ ନାବି ଡର ଚର୍ଚାର କେନ୍ଦ୍ର ବିନ୍ଦୁ ହୋଇ ଯାଇଛନ୍ତି , ଯାହାଙ୍କୁ ଦିଲ୍ଲୀ କ୍ୟାପିଟାଲସ ୮.୪୦ କୋଟି ରେ କିଣିଛି l ଆକିବ ନାବିବ ଙ୍କ ପାଇଁ କେବଳ ଦିଲ୍ଲୀ କ୍ୟାପିଟାଲସ ନୁହେଁ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ପୁରା ଜୋର ଲଗାଇ ଦେଇଥିଲେ l
କିନ୍ତୁ ଏହି ଆକିବ ନାବୀ ଡାର କିଏ ? ଯାହାଙ୍କୁ ନେଇ ଏତେ ଚର୍ଚ୍ଚା , ଯିଏକି ଚର୍ଚାର କେନ୍ଦ୍ରବିନ୍ଦୁ ଅଟନ୍ତି l ୨୯ ବର୍ଷୀୟ ଆକିବ ନବୀ ଜାମ୍ମୁ କାଶ୍ମୀର ର ଅଟନ୍ତି , ସେ ଗତ କିଛିମାସ ରୁ ଭାରତୀୟ ଘରୋଇ କ୍ରିକେଟ ରେ ଖୁବ ନାଁ କରିଛନ୍ତି l
ରଣଜି ଟ୍ରଫି ୨୦୨୫-୨୬ ସିଜନ ର ପ୍ରଥମ ଚରଣ ରେ ୫ ଉଇକେଟ୍ ନେଇଥିବା ପ୍ରଥମ ବୋଲର ଥିଲେ l ରଣଜି ଟ୍ରଫି ର ୯ ଟି ଇନିଂସ ରେ ସେ ବର୍ତମାନ ସୁଧା ୨୯ ଟି ଉଇକେଟ ନେଇ ସାରିଛନ୍ତି l ତାଙ୍କର ଚମତ୍କାର ବୋଲିଙ୍ଗ ଜାମୁ କାଶ୍ମୀର କୁ ନକ ଆଉଟ ଷ୍ଟେଜ କୁ କ୍ଵଲିଫାଇ କରିବାରେ ସାହାଯ୍ୟ କରିଥିଲା l
ଯଦି ଆକିବ ନବୀ ଙ୍କ ଟି 20 କ୍ୟାରିଅର କଥା କହିବା ତେବେ ସେ ବର୍ତମାନ ସୁଧା ସେ ୩୪ ଟି ମ୍ୟାଚ ରେ ୪୩ ଟି ଉଇକେଟ ନେଇ ସାରିଛନ୍ତି l
