ସାଧାରଣ ଦିନ ଅପେକ୍ଷା ଆଜିକାଲି କୋରାନ ଭାଇରସ୍ ମହାମାରୀ ସମୟରେ ସାନିଟାଇଜର୍ ର ଆବଶ୍ୟକତା ବଢି ଯାଇଛି l ବର୍ତ୍ତମାନ ଘରେ ଘରେ ହ୍ୟାଣ୍ଡ ସାନିଟାଇଜର୍ ଚାହିଦା ବଢିବା ସହିତ ଏହାର ବଜାର ଦର ବୃଦ୍ଧି ମଧ୍ୟ ବଢ଼ିବାରେ ଲାଗିଛି l ସାନିଟାଇଜର୍ ଆମ ଚତୃପ୍ରଶ୍ଵା ରେ ଥିବା ଜୀବାଣୁକୁ ବଢିବାକୁ ଦିଏ ନାହିଁ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି l
ଆଜି ଆମେ ଜାଣିବା ଘରୋଇ ଉପାୟରେ କିପରି ସାନିଟାଇଜର୍ ତିଆରି କରିହେବ l
ସାନିଟାଇଜର୍ ତିଆରିକରିବା ପାଇଁ ଆବଶ୍ୟକ ସାମଗ୍ରୀ –
* ଆଲୋଭେରା ଜେଲ୍
* ଆଇସୋ ପ୍ରପିଲ ଆଲକୋହଲ
* ଟି ଗଛର ତେଲ
ଏକ ଭାଗ ଆଲୋଭେରା ଜେଲ୍ ରେ ତିନ ଭାଗ ଆଇସୋ ପ୍ରପିଲ ଆଲକୋହଲ ଓ ବାସ୍ନା ପାଇଁ ୬ ରୁ ୭ ବୁନ୍ଦା ଟି ଗଛର ତେଲ ମିଶାଇବା l ଏହି ସମିଶ୍ରଣକୁ ୩0 ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫେଣ୍ଟିବl l ଏହା ପରେ ଏକ କାଚ ବୋତଲରେ ୨ ଦିନ ପର୍ଯ୍ୟନ୍ତ ରଖିଦେବା l ୨ ଦିନ ପରେ ଏହି ସାନିଟାଇଜର୍ ବ୍ୟବହାର କରିପାରିବ l