Odisha news

ମଧୁମେହ ର ଏହି ଔଷଧ ଦ୍ୱାରା ହାର୍ଟ ଏବଂ କିଡ୍ନୀ ହେବନାହିଁ ଆଉ କ୍ଷତିଗ୍ରସ୍ତ , ଗବେଷଣରୁବ ହେଲା ଖୁଲାସା

0

ମଧୁମେହ, ହାର୍ଟ ଏବଂ କିଡ୍ନୀ ଏହି ୩ଟି ରୋଗରେ ପ୍ରାୟ ଆଧାନସ ବ୍ୟକ୍ତି ପୀଡିତ ଅଟନ୍ତି, ଯାହାକି ଜୀବନ କୁ ଅଧିକ କଠିନ କରିଦେଇ ଥାଏ, ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ରେ କିଛି ଏଭଳି ତଥ୍ୟ ସାମ୍ବନାକୁ ଆସିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେବ l

ସୋଟାଗ୍ଲିଫ୍ଲୋଜିନ ନାମକ ଔଷଧ ଖାଇବା ଦ୍ୱାରା କେବଳ ବ୍ଲଡ଼ ସ୍ୱଗର ସନ୍ତୁଳିତ ରହି ନଥାଏ ହାର୍ଟ ଏବଂ କିଡ୍ନୀ ମଧ୍ୟ ସୁରକ୍ଷିତ ରହିଥାଏ l

କଣ ରହିଛି ଏହି ଔଷଧ ର ବିଶେଷତା –
ସୋଟାଗ୍ଲିଫ୍ଲୋଜିନ ଏଭଳି ଗୋଟିଏ ଔଷଧ ଯାହାକି ସୁଗାର ରୋଗୀଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ, ଅଧିକ ଦିନ ପର୍ଯ୍ୟନ୍ତ ସୁଗାର ମେଡ଼ିସିନ ଖାଉଥିବା ବ୍ୟକ୍ତିମାନେ ବିଶେଷ ଭାବରେ କିଡ୍ନୀ ଏବଂ ହାର୍ଟ ରୋଗରେ ପୀଡିତ ହୋଇ ଥାଆନ୍ତି l କିନ୍ତୁ ସୋଟାଗ୍ଲିଫ୍ଲୋଜିନ କୁ ନେଇ ହିଞ୍ଜବ ଅଧ୍ୟୟନ ରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତିମାନେ ନିୟମିତ ଭାବରେ ସୁଗାର ଔଷଧ ଖାଉଛନ୍ତି ସେମାନେ ସୋଟାଗ୍ଲିଫ୍ଲୋଜିନ ଖାଇବା ଦ୍ୱାରା ସୁରକ୍ଷିତ ରହିବେ l

FDA ପକ୍ଷରୁ ମିଳିଲା ମଞ୍ଜୁରୀ –
ଆମେରିକା ର fda ଯାହାକି ଫୁଡ ଏଣ୍ଡ ଡ୍ରଗ୍ସ ଆଡ୍ମିନିଷ୍ଟ୍ରେସନ ଏହି ଔଷଧ କୁ ମଞ୍ଜୁରୀ ଦେଇଛି l ଏହି ଔଷଧ ର ବ୍ୟବହାର ବିଶେଷ ଭାବରେ ସେହି ବ୍ୟକ୍ତିଙ୍କ ପାଇଁ ଗୂତ୍ୱପୁର୍ଣ ଅଟେ, ଯେଉଁମାନଙ୍କ ନିକଟରେ ହାର୍ଟ. କିଡ୍ନୀ, ଏବଂ ମଧୁମେହ ସମସ୍ୟା ରହିଛି l

ଗବେଷକ ଙ୍କ ମତରେ ସୋଟାଗ୍ଲିଫ୍ଲୋଜିନ ଔଷଧ ଟାଇପ 2ମଧୁମେହ ଏବଂ କ୍ରନିକ କିଡ୍ନୀ ରୋଗୀଙ୍କ ପାଇଁ ଗୋଟିଏ ଭଲ ଉପଚାର l ଏହି ଔଷଧ କେବଳ ସୁସ୍ଥ ରଖିବ ନାହିଁ, ରୋଗ ଠାରୁ ମଧ୍ୟ ରକ୍ଷା କରିବ l ଆଗାମୀ ସମୟ ରେ ସୋଟାଗ୍ଲିଫ୍ଲୋଜିନ କୁ ନେଇ ଅଧିକ ରିସର୍ଚ୍ଚ ହେବ l

Leave A Reply