ନିମ୍ନ ରକ୍ତ ଚାପ କୁ ବୈଜ୍ଞାନିକ ଭାଷାରେ ହାଇପର୍ ଟେନ୍ ସନ୍ କୁହାଯାଇ ଥାଏ । ଯଦି କୌଣସି ବ୍ୟକ୍ତି ଙ୍କ ର ରକ୍ତଚାପ ୯୦ ଓ ୬୦ ରୁ କମ୍ ରହିଥାଏ ତାହାକୁ ନିମ୍ନ ରକ୍ତଚାପ କୁହାଯାଏ । ଲୋ ବ୍ଲଡ଼ ପ୍ରେସର ର ଅନେକ କାରଣ ରହିଥାଏ , ଯେପରିକି ଶରୀରରୁ ପାଣି କମିବା , ଔଷଧ ର ଖରାପ୍ ପ୍ରଭାବ , କିମ୍ବା ଜେନେଟିକ ମଧ୍ୟ ହୋଇପାରେ । ଆଜିକାଲି ଲୋକମାନେ ସାମାନ୍ୟ କଥାରେ ମଧ୍ୟ ଉତେଜିତ ହୋଇ ଯାଇ ମାନସିକ ଭାରସାମ୍ୟ ହରାଇ ଥାଆନ୍ତି , ଯାହା ରକ୍ତଚାପ ର ଗୋଟିଏ କାରଣ ଅଟେ ।
* ନିମ୍ନ ରକ୍ତ ଚାପ ହୃଦ ଘାତ ଆଡ଼କୁ ଇଙ୍ଗିତ କରିଥାଏ । ଯଦି ଆପଣ ନିଜର ଦୈନନ୍ଦିନ ଜୀବନରେ କିଛି ସମୟ ବାହାର୍ କରି ନିଜକୁ ଧ୍ୟାନ ଦିଅନ୍ତି ତେବେ ଏଥିରୁ ମୁକ୍ତି ପାଇବେ ।
* ଲକ୍ଷଣ : ମୁଣ୍ଡ ବୁଲେଇବା , ବାନ୍ତି ଲାଗିବା , ବେହୋସ୍ ହେବା , ଦୁର୍ବଳ ଲାଗିବା , ଅନ୍ଧାରୁଆ ଦେଖା ଯିବା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ ।
* ଲୋ ବ୍ଲଡ଼ ପ୍ରେସର ପାଇଁ ଘରୋଇ ଉପାୟ –
– ଗୋଟିଏ ପାତ୍ରରେ ଏକ କପ୍ ପାଣିରେ ୨ଟି ଗୋଲ ମରିଚ , ତୁଳସୀ ପତ୍ର ୭ଟି , ୪ଟି ଲବଙ୍ଗ ପକାଇ ଭଲରେ ଫୁଟାନ୍ତୁ । ଏହି ପାଣି ଅଧା ହୋଇଗଲେ ଏହାକୁ ଛାଣି ପିଅନ୍ତି । ଏହାକୁ ଦିନକୁ ୨ଥର ପିିବା ଆବଶ୍ୟକ ।
– ଗୋଟିଏ ଚାମଚ୍ ମହୁ ରେ ଅଧା ଚାମଚ୍ ରସୁଣ ରସ ମିଶାଇ ଦିନକୁ ୩ଥର ସେବନ କରନ୍ତୁ । ଆରାମ ମିଳିବ ।
– ପ୍ରତିଦିନ ଲୁଣ ସହିତ ଦହି ସେବନ କରନ୍ତୁ । ନଚେତ୍ ୧କପ୍ କଫି ପିଅନ୍ତୂ । ରାତିରେ ୧୦ଟି କିସମିସ କୁ ପାଣିରେ ବତୁରାଇ ସକାଳୁ ତାହାକୁ ଖାଲି ପେଟରେ ଖାଆନ୍ତୁ ।
Comments are closed.