Odisha news

ପ୍ରତିଦିନ ଘରର ଏହି ସ୍ଥାନ ରେ ଛିଞ୍ଚନ୍ତୁ ହଳଦୀ ପାଣି ମିଳିବ ମା ଲକ୍ଷ୍ମୀଙ୍କ କୃପା

0
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଓ ବୈଜ୍ଞାନିକ ଶାସ୍ତ୍ର ଅନୁସାରେ ଆମେ ନିଜର ଚତୁର ପାର୍ଶ୍ଵକୁ ସଫା ସୁତୁରା ରଖିବା ଦ୍ଵାରା ଘରର ବାସ୍ତୁ ମଧ୍ୟ ଠିକ୍ ରହିଥାଏ । ଏହାଛଡା ବ୍ୟକ୍ତିର ମଧ୍ୟ ଉନ୍ନତି ହୋଇଥାଏ ଓ ଜୀବନ ସୁଖମୟ ହୋଇଥାଏ । ମାନ୍ୟତା ଅନୁସାରେ ଘରର ମୁଖ୍ୟ ଦ୍ଵାରରେ ହଳଦୀ ପାଣି ଛିଞ୍ଚିବାର ଅନେକ ଲାଭ ରହିଛି ।
* ଘରର ମୁଖ୍ୟ ଦ୍ଵାରରେ ହଳଦୀ ପାଣି ଛିଞ୍ଚିଲେ –
ଗୃହର ମୁଖ୍ୟ ଦ୍ଵାରରେ ହଳଦୀ ପାଣି ଛିଞ୍ଚିବା ଦ୍ଵାରା ଘରକୁ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ ଓ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ ।
* ଘରର ଉତ୍ତର ପୂର୍ବ ଦିଗରେ ଛିଂଚିଲେ –
ଘରର ଉତ୍ତର ପୂର୍ବ ଦିଗରେ ହଳଦୀ ପାଣି ଛିଞ୍ଚୀବା ଦ୍ଵାରା ଦରିଦ୍ରତା ନାଶ ହୋଇଥାଏ । ଏହାଛଡା ନକାରାତ୍ମକ ଶକ୍ତି ଦୂର ହୋଇଥାଏ।
* ତମ୍ବା ପାତ୍ର ରେ ହଳଦୀ ପାଣି ରଖି ଛିଞ୍ଛିଲେ –
ଯଦି ଆପଣ ତମ୍ବା ପାତ୍ରରେ ହଳଦୀ ପାଣି ଛିଞ୍ଚିବେ ଭଗବାନ୍ ଙ୍କ କୃପା ପ୍ରାପ୍ତି ହେବା ସହ ମାନସିକ ଚାପ ଦୂର ହେବ ।
* ଘରର ବାତାବରଣ ରେ ସୁଦ୍ଧତା ଆଣିବା ପାଇଁ –
ଯେଉଁ ଘରେ ପ୍ରତିଦିନ ହଳଦୀ ପାଣି ଛିଞ୍ଚା ଯାଇଥାଏ ସେହି ଘରେ ରୋଗ ପ୍ରବେଶ କରି ପାରି ନଥାଏ । କାରଣ ବାତାବରଣ ପବିତ୍ର ହୋଇଥାଏ ।
Leave A Reply