Odisha news

ଦହି ସହିତ ହଳଦୀ ର କରନ୍ତୁ ଏପରି ବ୍ୟବହାର, ମିଳିବ ଅଦ୍ଭୁତ ଲାଭ

0
ଆମେ ସମସ୍ତେ ଜାଣିଚୁ ଯେ ହଳଦୀ ଓ ଦହି ତ୍ଵଚ଼ା ପାଇଁ ଖୁବ୍ ହିତକର । ହଳଦୀ ରେ ଆଣ୍ଟି ଅକ୍ସିଡେଣ୍ଟ , ଆଣ୍ଟି ଇନ୍ଫ୍ଲାମେଟରୀ , ଆଣ୍ଟି ଭାଇରାଳ ଓ ଆଣ୍ଟି ଏଜିଂ ଗୁଣ ଭରି ହୋଇ ରହିଛି । ଦହି ରେ ଯିଙ୍କ, କ୍ୟାଲସିୟମ, ଭିଟାମିନ ଓ ଲାକ୍ଟିକ ଏସିଡ ଭରି ହୋଇ ରହିଛି । ଏହି ୨ଟି ଜିନିଷ ତ୍ୱଚା ରେ ଚମକ୍ ଆଣିଥାଏ ।
* ହଳଦୀ ଓ ଦହି ର ମିଶ୍ରଣ ତ୍ୱଚା ରେ ଚମକ୍ ଆଣିଥାଏ । ଏଥିରେ ଯିଂକ୍ ଓ ମଗ୍ନେଶୀୟମ୍ ଭଳି ତତ୍ତ୍ଵ ରହିଥାଏ । ଯାହା ତ୍ୱଚା ପାଇଁ ଲାଭ ଦାୟକ ଅଟେ । ଆପଣ ନିୟମିତ ଭାବରେ ଦହି, ହଳଦୀ, ବେସନ ଓ ଗୋଲାପ ଜଳ ମିଶାଇ ଲଗାଇଲେ ମୁହିଁ ଗ୍ଲୋ କରିବ ।
* ଦହି ଓ ହଳଦୀ କୁ ବ୍ୟବହାର କଲେ ତ୍ୱଚା ରୁ ଏଯିଂ ପ୍ରୋବେଲମ ଦୂର ହୋଇଥାଏ । ହଳଦୀ ଓ ଦହି ଆଣ୍ଟି ଏଜିଙ୍ଗ ଗୁଣରେ ଭରପୁର ଅଟେ । ହଳଦୀ ରେ ଥିବା କରୋ କ୍ୟୁମିନ୍ କୁଞ୍ଚନ ଦୂର କରିଥାଏ ।
* ତୈଳାକ୍ତ ତ୍ୱଚା ପାଇଁ ଦହି ହଳଦୀ ରେ ଅଣ୍ଡା ର ଧଳା ଅଂଶ ମିଶାଇ ଲଗାନ୍ତୁ । ଏହାଦ୍ବାରା ବ୍ରଣ ଦୁର ହୋଇଥାଏ । ଏହାକୁ ତ୍ୱଚା ରେ ୧୦ ମିନିଟ୍ ଲଗାଇ ରଖିବେ ଓ ଏହାପରେ ଥଣ୍ଡା ପାଣି ରେ ଧୋଇ ନେବେ । ଉଷୁମ୍ ପାଣି ରେ ଧୋଇ ନିଅନ୍ତୁ ।
* ଯଦି ଆପଣଙ୍କ ତ୍ୱଚା ରେ କୌଣସି ଦାଗ ରହିଥାଏ ତେବେ ଦହି, ଲେମ୍ବୁ, ଗୋଲାପ ଜଳ ଓ ହଳଦୀ କୁ ମିଶାଇ ବେକ ଓ ସହିତ ଅନ୍ୟ ଦାଗ ରହିଥିବା ସ୍ଥାନରେ ଲଗାନ୍ତୁ । କିଛି ସମୟ ପରେ ଧୋଇ ନିଅନ୍ତୁ ।
Leave A Reply

Your email address will not be published.