Odisha news

ଏହି ୨ ଟି ପକ୍ଷୀ ଆଣି ଥାଆନ୍ତି ଜୀବନ ରେ ସୁଖ ସମୃଦ୍ଧି , ଯଦି ଦେଖୁଛନ୍ତି ତେବେ ଖୋଲିଯିବ ଭାଗ୍ୟ 

0
ଶାସ୍ତ୍ର ଅନୁସାରେ ପକ୍ଷୀ ମାନଙ୍କୁ ଶୁଭ ସୂଚକ କୁହାଯାଇ ଥାଏ , କୁହାଯାଇ ଥାଏ ଯେ ପକ୍ଷୀ ଘରକୁ ଆସିବା ଖୁବ ଶୁଭ l କୁହାଯାଇ ଥାଏ ଯେ ପକ୍ଷୀମାନେ ଘରକୁ ଆସିବା ଦ୍ୱାରା ସକାରାତ୍ମକ ଉର୍ଜା ର ଆଗମନ ହୋଇଥାଏ l ଏବଂ ଏହା ଜୀବନ ରେ ଗୋଟିଏ ଶୁଭ ସୂଚନା ଦେଇଥାଏ l
ଅନେକ ସମୟରେ କୁହାଯାଇ ଥାଏ ଯେ ଯଦି ଘରକୁ ଅଚାନକ ଭାବରେ ପକ୍ଷୀ ମାନେ ଆସି ଥାଆନ୍ତି ତେବେ ଏହା ଗୋଟିଏ ବିଶେଷ ସଂକେତ ନେଇ ଆସିଥାଏ l
* ବାସ୍ତୁ ଶାସ୍ତ୍ର ଅନୁସାରେ ଶୁଆ ପକ୍ଷୀ ଘରକୁ ଆସିବା ଖୁବ ଶୁଭ ଅଟେ l ଏହି ପକ୍ଷୀ ଟିକୁ ଶାସ୍ତ୍ର ରେ ମଧ୍ୟ ଶୁଭ୍ରତାର୍ ପ୍ରତିକ ବୋଲି କୁହାଯାଇଥାଏ l
* ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରକୁ ଅଚାନକ ଭାବରେ ଶୁଆ ପକ୍ଷୀ ଆସୁଛନ୍ତି ତେବେ ଜାଣି ରଖନ୍ତୁ ଯେ ଏହାର ସମ୍ବନ୍ଧ କୁବେର ଭଗବାନ ଙ୍କ ସହିତ ରହିଛି l ଏହାଛଡା କାମ ଦେବ ଙ୍କ ବାହାନ ହେଉଛି ଶୁକ ପକ୍ଷୀ l
* ଯେଉଁ ସ୍ଥାନ କୁ ଶୁକ ପକ୍ଷୀ ଯାଇଥାଏ ସେଠାକୁ ସମୃଦ୍ଧି ନିଜ ସାଙ୍ଗରେ ନେଇ ଯାଇଥାଏ l ଯେଉଁ ଘରକୁ ଶୁକ ପକ୍ଷୀ ଯାଇଥାଏ ସେଇ
ଘରକୁ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l
* ଆଉ ଗୋଟିଏ ପକ୍ଷୀ ହେଲା ଘର ଚଟିଆ , ଯିଏ କି ଘରକୁ ଆଗମନ କଲେ ସୁଖ ଶାନ୍ତି ର ଆଗମନ ହୁଏ l ଏବଂ ଜୀବନ ର ସମସ୍ତ ବାଧବିଘ୍ନ ଦୂର ହୁଏ l
* ମାନ୍ୟତା ଅନୁସାରେ ଯେଉଁ ଲୋକ ଙ୍କ ଘରେ ଘର ଚଟିଆ ବସା ବାନ୍ଧଥାଏ ସେଠାରେ ଖୁବ ଶୀଘ୍ର ସୁଖ ଶାନ୍ତି ଦେଖା ଦେଇଥାଏ l
* ଘର ଚଟିଆ ଆସୁଥିବା ଘରକୁ ପରିବାର ସଦସ୍ୟ ଙ୍କ ମଧ୍ୟରେ ସୁଖ ଶାନ୍ତି ରହିଥାଏ l ଏକାଗ୍ରତା ଓ ଆଧ୍ୟାତ୍ମ ଭାବ ଦେଖା ଦେଇଥାଏ l

Leave A Reply