18/3/24/ଗଞ୍ଜାମ ସହର ଅନ୍ତର୍ଗତ ଷୋହଳ ନମ୍ବର ଜାତୀୟ ରାଜପଥ ର ଦକ୍ଷିଣ ପାର୍ଶ୍ଵ ରେ ରହିଥିବା ମା ଏଲମା ଠାକୁରାଣୀ ଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ଏହି ଯାତ୍ରା ଗଞ୍ଜାମ ର ଐତିହାସିକ ଦୋଳ ଯାତ୍ରା ଥିବା ପାଞ୍ଚ ଦିନ ପୂର୍ବରୁ ହୋଇଥାଏ ଏହି ଯାତ୍ରା ଯଦି ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥାଏ ତାହାଲେ ଜଣାପଡେ ଆସନ୍ତା ଦୋଳ ଯାତ୍ରା ଶ୍ରଦ୍ଧାଳୁ ଜା ତ୍ରୀ ଙ୍କ ଭିଡ଼ ଜମିବା ର ସଂକେତ ମିଳିଥାଏ ଏହି ଯାତ୍ରା ର ମା ଏଲେ ମା ଠାକୁରାଣୀ ସମ୍ପୂର୍ଣ ତେଲୁଗୁ ସମ୍ପ୍ରଦାୟ ର ଅଟନ୍ତି ଏହି ଝାମୁ ଯାତ୍ରା ରେ ଏକ ଅ ଲୋକୀକ ମହିମା ମାନସିକ ଧାରୀ ମାନେ ଡହ ଡହ ନିଆଁରେ ମାନସିକ କୁମ୍ଭ ମସ୍ତକ ରେ ଧାରୀ ଚାଲିବାର ଦେଖିବାକୁ ମିଳେ ମାଙ୍କ ମହିମା ଯୋଗୁଁ କାହାର କିଛି କ୍ଷତି ହୋଇନଥାଏ ଏହି ଗର୍ଭ ଗୃହରେ ଏକ ବିରାଟ କାୟ ସର୍ପ ବିଳା ଯାହାର ଉଚତା ବାର ରୁ ତେର ଫୁଟ ବିଶିଷ୍ଟ ହୋଇଥାଏ ଏବଂ ସର୍ପ ବିଳା ର ତଳ ଭାଗରେ ମା ଏଲେ ମା ଙ୍କ ଅସ୍ଥାନ ଆଜି କେବଳ ଗୋଟିଏ ଦିନ ଲାଗି ମାଙ୍କ ପାଖରେ ଦେଶୀ ଅଣ୍ଡା ଲିଆ ଦୋବଜା କାକୁଡି କଦଳୀ ନଡ଼ିଆ ଭୋଗ ଲାଗିଥାଏ ଏହି ଝାମୁ ଯାତ୍ରାରେ ଯେଉଁ ଶ୍ରଦ୍ଧାଳୁ ଭକ୍ତ ମାନେ ଦେଶୀ କଳା କୁକୁଡ଼ା ଉଡ଼ାନ୍ତି ତାହାଲେ ଆସନ୍ତା ଏହି ଯାତ୍ରା ଭିତରେ ତାଙ୍କ ମାନସିକ ପୁର୍ଣ ହୋଇଥାଏ ବୋଲି ମନ୍ଦିର ସେବକ ଟୁଟୁ ଜେନା ପ୍ରତିକ୍ରିୟା ରଖିଛନ୍ତି ଏହି ଯାତ୍ରା ରେ ଅଗସ୍ତି ନୂଆଗାଁ ଆର୍ଯ୍ୟ ପଲି ବିଞ୍ଚଣା ପଲି ପୁରୁଣା ବନ୍ଧ ପାଳି ବନ୍ଧ ପୋଡ଼ମ ପେଟା ପ୍ରୟାଗି ଏମିତି ଭାବେ ବହୁ ତେଲୁଗୁ ସମ୍ପ୍ରଦାୟ ଗ୍ରାମ ମାନଙ୍କ ଲୋକଙ୍କୁ ଦେଖିବାକୁ ମିଳେ ଆଜି ମା ଏଲେ ମା ନିକଟରେ ବହୁ ଭକ୍ତ ଙ୍କ ସାମଗମ ଦେଖିବାକୁ ମିଳିଛି ଅର୍ଥାତ ଏହି ଚଳିତ ବର୍ଷ ଦୋଳ ଯାତ୍ରା ବହୁ ତ ଯାତ୍ରୀ ଙ୍କ ସାମଗମ ହେବ ବୋଲି ଅଂଚଳ ର ବରିଷ୍ଠ ନାଗରିକ ମାନେ କହିଛନ୍ତି ପ୍ରକାଶ ଥାଉକି ଏହି ମା ଏଲେ ମା ତେଲୁଗୁ ସମ୍ପ୍ରଦାୟ ଠାକୁରାଣୀ ହେଲେ ମଧ୍ୟ ଏହି ଠାକୁରାଣୀ କୁ ଓଡ଼ିଆ ଲୋକଙ୍କ ଦ୍ୱାରା ମା ପୂଜା ପାଆନ୍ତି ଏହି ମାଙ୍କ ସେବକ ମାନେ ତାଙ୍କରି ସାଙ୍ଗିଆ ଜେନା କିନ୍ତୁ ମାଙ୍କ ସେବକ ହିସାବରେ ସେମାନେ ଯାନୀ ସେବକ ସେବକ ମାନଙ୍କ ମଧ୍ୟରୁ ସୁବାସ ଚନ୍ଦ୍ର ଜେନା ସନ୍ତୋଷ ଜେନା ମିଟୁ ଜେନା ହରପ୍ରସାଦ ଜେନା ଶ୍ରୀକାନ୍ତ ଜେନା ତ୍ରିନାଥ ଜେନା ଯୋଗୀ ଜେନା ବିନୋଦ ଜେନା ଏମାନେ ମାଙ୍କ ପାରମ୍ପରିକ ସେବକ ଅଟନ୍ତି ଗଞ୍ଜାମ ରୁ ବଟ କୃଷ୍ଣ ରାଉଳ ଙ୍କ ରିପୋର୍ଟ