Odisha news

ଦୁଷ୍କର୍ମ ଅଭିଯୋଗ ରେ ଯୁବକ ଗିରିଫ!ରଙ୍ଗେଈଲୁଣ୍ଡା

0

ଗୋଲନ୍ଥରା ଥାନା ଅନ୍ତର୍ଗତ କନିସି ଖଟେଇ କଲେନି ର ଜୈନିକ ଯୁବକ ବି. ରାଜା. ରାଓ ଓରଫ କଟିକି ରାଜୁ କୁ କାଲି ରାତ୍ର ସମୟ ରେ ଦୁଷ୍କର୍ମ ଅଭିଯୋଗ ରେ ଗିରିଫ କରାଯାଥିବା ଜଣା ପଡିଛି!ସୂଚନା ପ୍ରକାରେ ଅଭିଯୁକ୍ତ ର ଶାଳୀ ଖଟେଇ କଲୋନୀ ସ୍ଥିତ ନିଜ ଜୋଇଁ ଙ୍କ ଘରେ ରହୁଥିଲେ!ଗତ 15.9.2023 ଠୁ ଜୋଇଁ ନିଜ ଶାଳୀ ଉପରେ ମାନସିକ ଏବଂ ସାରରିକ ନିର୍ଯାତନା ଦେବା ଆରମ୍ଭ କରିବା ସହ ବିଭିନ୍ନ ପ୍ରକାର ର ନିଶା ଦେଇ ଦୁଷ୍କର୍ମ କରି ଆସୁଥିଲେ!ପୀଡିତା ଶାଳୀ ଯେତେ କାକୁତି ମିନତୀ ହେଲେ ବି ଅଭିଯୁକ୍ତ ତାଙ୍କ କଥା କୁ କର୍ଣ୍ଣପାତ କରୁନଥୁଲେ!ଶେଷରେ ଅନ୍ୟ ଉପାୟ ନ ପାଇ ପୀଡିତା ଶାଳୀ ସ୍ଥାନୀୟ ଗୋଲନ୍ଥରା ଥାନାରେ ଗତ କାଲି ଅଭିଯୋଗ କରିଥିଲେ!ଫଳରେ ଗତ କାଲି ରାତିରେ ପୋଲିସ ଅଭିଯୁକ୍ତ ଙ୍କୁ ଗିରିଫ କରି ଥାନା କେଶ ନମ୍ବର 390/23 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କଟିକି ରାଜୁ କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି!

Nalco
Leave A Reply