Odisha news

କୋଲକାତାର ପ୍ଲେ ଅଫସ୍‌ ଆଶା ଜୀବିତ

0

ଦ ୁ ବ । ଇ , ୨ । ୧୧ ( ଏ େ ଜ ନ ୍ସି ) : ଆଇପିଏଲ୍‌ର ୫୪ତମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ୬୦ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇ ପ୍ଲେ ଅଫସ୍‌ ଆଶା ଜୀବିତ ରଖିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୯୧ ରନ୍‌ କରିଥିଲା । ଜବାବରେ ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୩୧/ ୯ ରନ୍‌ କରିବାକୁ ସମର୍ଥ ହୋଇଥିଲା । ପାର୍ଟ କୁମିନ୍ସ (୧୫ ରନ୍‌ ସାଙ୍ଗକୁ ୪ ୱିକେଟ୍‌) ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ କରାଯାଇଥିଲା ।

Nalco
Leave A Reply