Odisha news

ଯଦି ଗୋଡ଼ରେ ଦେଖା ଯାଉଛି ଏହି ୫ଟି ଲକ୍ଷଣ ତେବେ ଅଣଦେଖା କରନ୍ତୁ ନାହିଁ, ହୋଇପାରେ ହାର୍ଟ ବ୍ଳକେଜ ର ସଂକେତ

0

ଆଜିକାଲି ର ଜୀବନଶୈଳୀ ମଣିଷ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରୁଛି l ଏହାର ମୁଖ୍ୟ ପ୍ରଭାବ ହାର୍ଟ ଉପରେ ପଡୁଛି l ଯଦି ହାର୍ଟ ରେ ବ୍ଳକେଜ ହୋଇଥାଏ ତେବେ ଷ୍ଟ୍ରୋକ ସମ୍ଭାବନା ବୃଦ୍ଧି ପାଇଥାଏ l ଗବେଷକଙ୍କ ମତରେ ହାର୍ଟରେ ବ୍ଳକେଜ ସମସ୍ୟା ରହିବା ଦ୍ୱାରା ଗୋଡ଼ରେ ଏହାର ଲକ୍ଷଣ ଦେଖାଯାଇ ଥାଏ l ବିଶେଷଜ୍ଞଙ୍କ ମତରେ ହାର୍ଟ ରେ ବ୍ଳକେଜ ହେବା ଦ୍ୱାରା ଯେଉଁସବୁ ଲକ୍ଷଣ ଦେଖାଯାଇ ଥାଏ ତାହା ହେଉଛି –
– ଗୋଡ଼ ବଧୀରା ଲାଗିବା
– ଗୋଡ଼ ଥଣ୍ଡା ହୋଇଯିବା
– ଶରୀରର ରଙ୍ଗ ପରିବର୍ତନ ହୋଇଯିବା

ଏହାଛଡା ଆଉ କିଛିଟା ଲକ୍ଷଣ ମଧ୍ୟ ଦେଖାଯାଇ ଥାଏ l ଯେପରିକି –

– ହାର୍ଟରେ ବ୍ଳକେଜ ଦେଖାଯିବା ଦ୍ୱାରା ଗୋଡ଼ରେ ଗଭୀର ଯନ୍ତ୍ରଣା ଅନୁଭୂତ ହୋଇଥାଏ l ଯେଉଁ କାରଣରୁ ଚଲାବୁଲା କରିବାରେ ଅସୁବିଧା ହୋଇଥାଏ l
– ଅଚାନକ ଭାବରେ ଗୋଡ଼ ର କୌଣସି ଫିଲିଙ୍ଗସ ରହି ନଥାଏ ଯଦି ହାର୍ଟ ରେ ବ୍ଳକେଜ ସମ୍ଭାବନା ଘନେଇ ଥାଏ ବୋଲି ଭାବିବେ l
– ଅନେକ ସମୟରେ ଅନୁଭବ ହୋଇଥାଏ ଯେ ପାଦ ଥଣ୍ଡା ହୋଇ ଆମେ ଚାଲିବା ପାଇଁ ମଧ୍ୟ ସକ୍ଷମ ହୋଇ ନଥାଉ ଏପି[୫ ସ୍ଥିତି ଯଦି ଦେଖା ଦେଉଛି ତେବେ ଭାବି ନେବେ ଯେ ଏହା ହାର୍ଟ ବ୍ଳକେଜ ର ସଂକେତ ଅଟେ l
– ହାର୍ଟ ରେ ଯଦି ବ୍ଳକେଜ ହୋଇଥାଏ ତେବେ ଗୋଡ଼ ର ଚର୍ମ ର ରଙ୍ଗ ମଧ୍ୟ ଅଧିକାଂଶ କ୍ଷେତ୍ରରେ ବଦଳି ଯାଇଥାଏ l
– କିଛି ଲୋକଙ୍କ ନିକଟରେ ଅଚାନକ ଭାବରେ ଗୋଡ଼ରେ ଘା ହୋଇ ଯାଇଥାଏ, ଯାହାକି ହାର୍ଟ ବ୍ଳକେଜ ର ସଂକେତ ଅଟେ l

Leave A Reply