Odisha news

ମାଛ ପିଉଛି ବିୟର୍‌

0

ସୋସାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ମାଛ ପାଣି ବଦଳରେ ବିୟର୍‌ ପିଉଥିବା ଦେଖିବାକୁ ମିଳିଛି । ମାଛର ଏପରି ବିୟର ପିଇବାକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି । ଭାରତୀୟ ବନ ଅଧିକାରୀ ସୁଶାନ୍ତ ନନ୍ଦା ମାଛର ଏହି ମଜାଦାର ଭିଡିଓ ଟ୍ୱିଟରରେ ସେୟାର କରି ଲେଖିଛନ୍ତି, ମାଛ ଭଳି ବିୟର୍‌ ପିଅନ୍ତୁ । ଏହି ମାଛ କେତେ ଭାଗ୍ୟଶାଳୀ ଗରମ ଦିନେ ଥଣ୍ଡା ବିୟର୍‌ର ମଜା ନେଉଛି । ଏହିଭିଡିଓକୁ ୧୯୭ରୁ ଅଧିକ ଥର ରିଟ୍ୱିଟ୍‌ କରାଯାଇଛି ।

Leave A Reply