Odisha news

ଭଦ୍ରକ :ପ୍ରଥମ କରୋନା ଚିହ୍ନଟ ୧ନମ୍ବର କଣ୍ଟେନମେଣ୍ଟ ଜୋନରେ ୧୭୭ଜଣଙ୍କ ନମୁନା ସଂଗ୍ରହ

0

ଭଦ୍ରକ,୧୩ ।୦୪(ଜିପ୍ର):ଭଦ୍ରକ ପୁରୁଣା ବଜାର ଥାନାଞ୍ଚଳରୁ ଜିଲ୍ଲାର ପ୍ରଥମ କରୋନା ପଜେଟିଭ୍‍ ଚିିହ୍ନଟ ହୋଇଥିବା କଣ୍ଟେନମେଣ୍ଟ ଜୋନ୍‍ ୧ ରେ ଆଜି କରୋନା ନମୁନା ସଂଗ୍ରହ ହୋଇଛି । ଉକ୍ତ ନୁନିଆମହଲା ଅଞ୍ଚଳରେ ଏକ ନମୁନା ସଂଗ୍ରହ କ୍ୟାମ୍ପ କରାଯାଇ ଚିହ୍ନଟ ବ୍ୟକ୍ତିଙ୍କ ଘର ଚାରିପାଖରେ ଥିବା ଅଧିବାସୀଙ୍କ ସହ ନିକଟସ୍ଥ ଅଞ୍ଚଳର କେତେକଙ୍କ ୭୭ଜଣଙ୍କ ନମୁନା ସଂଗ୍ରହ କରାଯାଇ ସେଗୁଡିକୁ ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପଠାଯାଇଛି । ଏହି ନମୁନା ସଂଗ୍ରହ ବେଳେ ସଂପୃକ୍ତ ଅଞ୍ଚଳରେ ଏପିଡି ରାଜେନ୍ଦ୍ର ପଣ୍ଡା ଓ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ

Leave A Reply