ନୂଆଦିଲ୍ଲୀ : ବର୍ତ୍ତମାନ ଦେଶରେ ବେକାରୀ ସମସ୍ୟା ଏପରି ଦେଖା ଦେଇଛି ଯେ ଅଷ୍ଟମ ଶ୍ରେଣୀ ପାସ କରିଥିବା ଚପରାଶି ଚାକିରୀ ପାଇଁ ବି-ଟେକ ଓ ଏମେ-ଟେକ ଶିକ୍ଷାର୍ଥୀ ଇଣ୍ଟରଭିୟୁରେ ଅଂଶଗ୍ରହଣର କରିବା ପାଇଁ ଲାଇନ ଦେଇଛନ୍ତି l ଉତ୍ତରପ୍ରଦେଶ ,ମଧ୍ୟପ୍ରଦେଶ ,ରାଜସ୍ଥାନ ,ବିହାର ସମେତ ଦେଶର ଅନେକ ରାଜ୍ୟର ଡିଗ୍ରୀ ଧରି ଯୁବକ ମାନେ ଚାକିରୀ ଖଣ୍ଡିଏ ପାଇବା ପାଇଁ ସଂଘର୍ଷ କରୁଛନ୍ତି l କାରଣ ବି ଆର୍ତ୍ତମାନ ସେମାନେ ବେକାର ଅଟନ୍ତି l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଯୁବକ ମାନେ ଚପରାଶି ଚାକିରୀ ପାଇଁ ଆବେଦନ କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି l ନିକଟରେ ଅଷ୍ଟମ ଯୋଗ୍ୟତା ଚପରାଶି ଚାକିରୀ ପାଇଁ ଆବେଦନ ଫର୍ମ ବାହାରି ଥିଲା l
ଯେଉଁଠାରେ ଦେଖିବାକୁ ମିଳିଥିଲା ଉଚ ଶିକ୍ଷିତ ଯୁବକ ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ଇଣ୍ଟରଭିୟୁ ପାଇଁ l ହରିୟାଣାରେ ପାନିପଥ କୋର୍ଟରେ ଚପରାଶିର ୧୩ ଟି ପଦବୀ ଖାଲି ଥିଲା l ସେଥିପାଇଁ ଆବେଦନ ଫର୍ମ ଗ୍ରହଣ କରାଯାଉଥିଲା l ଏହି ୧୩ ଟି ପଦବୀକୁ ହାସଲ କରିବାକୁ ୨୭ ହଜାର ଉଚ୍ଚ ଶିକ୍ଷିତ ଯୁବକ ହାଜର ହୋଇଥିଲେ l ଭାରତରେ ପ୍ରତେକ ବର୍ଷ ପାଖାପାଖି ୧୫ ଲକ୍ଷ ଯୁବକ ଯୁବତୀ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥାନ୍ତି ,କିନ୍ତୁ ଦାବି କରାଯାଇଛି ଯେ ମାତ୍ର ୨.୫ ଲକ୍ଷ ଯୁବକଙ୍କୁ ନିଜ ଯୋଗ୍ୟତା ଅନୁସାରେ ଚାକିରୀ ମିଳିଥାଏ l ଭାରତର ପ୍ରତେକ ରାଜ୍ୟରେ ଯୁବକ ମାନଙ୍କର ଏହି ଭଳି ପରିସ୍ଥିତି ରହିଛି l ତେଣୁ ଏହାର ପରିଣାମ ସ୍ୱରୂପ ବେରୋଜଗାରୀ ସଂଖ୍ୟା ବଢ଼ିବାରେ ଲାଗିଛି l ତାହାକୁ ଦେଖିବାକୁ ଗଲେ ଭାରତରେ ମଧ୍ୟ ଅଧିକ ଯୁବକ ବେରୋଜଗାର ଅଟନ୍ତି ଓ ଚାକିରିର ପଦବୀ ସଂଖ୍ୟା ଖୁବ କମ ରହିଛି l
Viagra femenina andorra Extraction then suture line. cialis Often a time.