Odisha news

ଆଠଗଡ : ପ୍ରଥମ ପର୍ଯ୍ୟାୟ ଗଣତି ଦିନରେ ଜିଲ୍ଲାପରିଷଦ୨ ଟି ରେ ବାଜୀମାତ କଲା ବିଜେଡି

0

ଆଠଗଡ 2୭/୨/୨୨ ଆଠଗଡରେ ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ମତଦାନ  ଶେଷ ହୋଇଥିଲା, ଆଜି ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଷ୍ଟ୍ରଙ୍ଗ ରୁମରେ ପ୍ରଶାସନର କଡ଼ାସୁରକ୍ଷା ବଳୟରେ ଭୋଟ ଗଣତି ହୋଇଥିଲା, ଆଜି ପ୍ରଥମ ଦିନରେ ଆଠଗଡ ବ୍ଲକର 34 ପଞ୍ଚାୟତ ମଧ୍ୟରୁ ୧ ନମ୍ବର ଜୋନରେ ଥିବା 10 ଟି ପଞ୍ଚାୟତ ଗଣତି ହୋଇଥିଲା, ସେଥିମଧ୍ୟରୁ ବଡଭୂଇଁ  ପଞ୍ଚାୟତ ର ସରପଞ୍ଚ ଗୋପାଳ ସାହୁ, ସମିତି ସଭ୍ୟ ବାପିନା ପଣ୍ଡା ବିଜୟୀ,ଜେନାପଦା ପଞ୍ଚାୟତ ର ରଶ୍ମିତା ଦେବତା, ସମିତି ସଭ୍ୟ ମେନକା ସେଠୀ ବିଜୟୀ ,ଇଚ୍ଛାପୁର ପଞ୍ଚାୟତ ସରପଞ୍ଚ, କବିରାଜ ସାହୁ, ସମିତି ସଭ୍ୟ ମୋନାଲିସା ସାହୁ ବିଜୟୀ, ଖୁଣ୍ଟୁକଟା ସରପଞ୍ଚ ମନୋଜ କୁମାର ନାୟକ, ସମିତି ସଭ୍ୟ ପ୍ରାର୍ଥୀନୀ ଜୟଶ୍ରୀ ଦେଉରୀ, ବିଜୟୀ, ସଠିଲୋ ସରପଞ୍ଚ ବିଣାପାଣି ପରିଡ଼ା, ସମିତି ସଭ୍ୟ ସୁବାସ ପାଳ ଅପ୍ରତିଦ୍ଵନ୍ଦୀ ବିଜୟୀ,ଦୋରଡ଼ ସରପଞ୍ଚ ଜୋଷ୍ନାରାଣୀ ଭୋଇ, ସମିତି ସଭ୍ୟ ବିଭୂତି ବେହେରା, ବିଜୟୀ, ତରଡିଙ୍ଗ ସରପଞ୍ଚ ସିଦ୍ଧାନ୍ତ ଦଳେଇ, ସମିତି ସଭ୍ୟ ଲିଳାବତି ନାଏକ ବିଜୟୀ, ଯୋରନ୍ଦା ସରପଞ୍ଚ କମଳା ନାୟକ, ସମିତି ସଭ୍ୟ ମାନସ ସ୍ୱାଇଁ, ସମସରପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ରାଉତ, ସମିତି ସଭ୍ୟ ଲିଲି ମହାପାତ୍ର ବିଜୟୀ,କୁଲାଇଲୋ ପଞ୍ଚାୟତ ସୁଜାତା ବେଉରାୟ, ସମିତି ସଭ୍ୟ ପ୍ରାର୍ଥୀନୀ ଅନୂସୟା ସ୍ୱାଇଁ( ଅପ୍ରତିଦ୍ଵନ୍ଦୀ) ଭାବେ ବିଜୟୀ ହୋଇଛନ୍ତି, ୧ ନମ୍ବର ଜୋନ୍ ର ଜିଲ୍ଲାପରିଷଦ ପାର୍ଥିନୀ ଭାବେ ବିଜେଡିରୁ ଶାନ୍ତିଲତା  ବେହେରା୨୧୮୫୪ ଭୋଟ ପାଇଥିବା ବେଳେ, ବିଜେପିରୁ ସନ୍ତୋଶିନୀ ଜେନା ୭୫୯୭ କଂଗ୍ରେସରୁ ମନମୋହିନୀ ଧଳ୧୦୬୮ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀନୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ  ବିଜେପିର ସନ୍ତୋଷିନୀ ଜେନାଙ୍କୁ ପଛରେ ପକାଇ  ବିଜେଡି ପାର୍ଥି ଅଶାନ୍ତି ବେହେରା୧୪୨୫୯ ଖଣ୍ଡ ଭୋଟ୍ ରେ ବିଜୟୀ ହୋଇଛନ୍ତି, ସେହିପରି ତିଗିରିଆ୧୪ ନମ୍ବର ଜୋନ୍ ର ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ସଞ୍ଜୟ କୁମାର ମଲ୍ଲିକ ୭୬୮୭ ଖଣ୍ଡ ଭୋଟ୍ ରେ ବିଜୟୀ ହୋଇଛନ୍ତି,

Leave A Reply