ଅଣ୍ଡାକୁ ଗୋଟିଏ ସ୍ୱାସ୍ଥ୍ୟକର ଖାଦ୍ୟ ଭାବରେ ଗ୍ରହଣ କରାଯାଏ । ଅଣ୍ଡା ଆମ ଶରୀରର ଜରୁରୀ ପୋଷାକ ତତ୍ତ୍ଵ ର କମୀକୁ ପୁରା କରିଥାଏ । ଆମ ଭାରତୀୟ ଖାଦ୍ୟରେ ଅଣ୍ଡା ଗୋଟିଏ ରୁଚିକର ଖାଦ୍ୟ ଅଟେ । ଅଣ୍ଡା ରେ ପ୍ରୋଟିନ , ଆଇରନ , ଭିଟାମିନ , ଫୋଲେଟ୍, ଆମିନୋ ଏସିଡ , ଫସଫରସ ଇତ୍ୟାଦି ରହିଛି । ଇମ୍ୟୁନିଟି ବଢ଼ାଉଥିବ ଅଣ୍ଡା ନିରମିଶାସି ବ୍ୟକ୍ତି ମାନେ ତାର ସ୍ୱାସ୍ଥ୍ୟକର ଗୁଣ ଯୋଗୁଁ ଖାଇ ଥାଆନ୍ତି ।
* ଯଦି ଆପଣ ସପ୍ତାହରେ ୬-୭ ଟି ସିଝା ଅଣ୍ଡା ନିଜ ଜଳଖିଆ ରେ ସାମିଲ କରିବେ ତେବେ ଏହା ଆପଣଙ୍କ ଓଜନ ନିୟନ୍ତ୍ରଣ କରିବ । କିନ୍ତୁ ଏହି ସିଝା ଅଣ୍ଡାକୁ ବିନା କେଶର ରେ ଖାଇବା ଆବଶ୍ୟକ । ଏହାଦ୍ବାରା ଆପଣଙ୍କ ଓଜନ ୬୫% ପ୍ରତିଶତ ନିୟନ୍ତ୍ରଣ ହୋଇଥାଏ । ସିଝା ଅଣ୍ଡା ମେଟାବୋଲିଯିମ୍ ବୃଦ୍ଧି କରିଥାଏ ।
* ଅଣ୍ଡା ରେ ଥିବା କେରୋଟି ନାଇଡସ୍ ଆଖିର ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ ଓ ଆଖିର ମାଂସ ପେଶିକୁ ସୁସ୍ଥ ରଖି ମଜବୁତ୍ କରିଥାଏ । ଅଣ୍ଡା ରେ ଥିବା ଆଣ୍ଟି ଅକ୍ସିଡ଼ାଣ୍ଟ ରେଟିନାକୁ ମଜବୁତ୍ କରିଥାଏ ଓ ଯେଉଁ କାରଣରୁ ମୋତିଆ ବିନ୍ଦୁ ସମସ୍ୟା ଦେଖା ଦିଏ ନାହିଁ ।
* ଅଣ୍ଡା ରେ ଥିବା କୋଲିନ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ ଓ ଭିଟାମିନ ବି 12 ଉତେଜନା କମ୍ କରିଥାଏ ।
* ଅଣ୍ଡା ରେ ଭିଟାମିନ ଡି ଓ ପ୍ରୋଟିନ ରହିଥିବା କାରଣରୁ ଏହା ଆଣ୍ଠୁ ଗଣ୍ଠି ଜନିତ ବିଭିନ୍ନ ସମସ୍ୟା କୁ ଦୁର କରେ , ହାଦକୁ ମଜବୁତ୍ କରିଥାଏ ।
* ଅଣ୍ଡା ର ଧଳା ଅଂଶ ରେ ପ୍ରୋଟିନ ଓ ଆମିନୋ ଏସିଡ ରହିଥିବା କାରଣରୁ ଏହା ଶରୀରର ମାଂସ ପେଶି କୁ ସୁଦୃଢ କରିଥାଏ ।
Comments are closed.