Odisha news

ଏହିସବୁ ବଲିଉଡ୍ କଳାକାର ମାନେ ନିଜ ସେକ୍ସ୍ ଲାଇଫ କୁ ନେଇ ଖୋଲିଛନ୍ତି ଅନେକ ତଥ୍ୟ

ମୁମ୍ବାଇ : ବଲିଉଡ୍ ରେ ସବୁବେଳେ ବିଭିନ୍ନ ରୋଚକ କଥା ଶୁଣିବାକୁ ମିଳିଥାଏ । ଅଧିକାଂଶ ଅଭିନେତା ଓ ଅଭିନେତ୍ରୀ ନିଜର ସମ୍ବଧକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହି ଥାଆନ୍ତି ।
– ଆଲିଆ ଭଟ ଗୋଟିଏ ସାକ୍ଷାତ କାରରେ ନିଜର ସେକ୍ସ୍ ପୋଜିସନ୍ କୁ ଖିଲାସା କରିଥିଲେ । ସେ ଜଣେ ସିମ୍ପଲ୍ ମଣିଷ ହୋଇ ଥିବାରୁ ତାଙ୍କୁ ମିଶନାରୀ ପୋଜିସନ ଭଲ ଲାଗିଥାଏ ।
– ଗୋଟିଏ ସାକ୍ଷାତ କାରରେ ବଲିଉଡ୍ କଳାକାର ଅର୍ଜୁନ କପୁର କହିଥିଲେ ଯେ ଗୋଟିଏ ପୁରୁଷ ଜୀବନରେ ପ୍ରେମ ଠାରୁ ଅଧିକ ଗୁରୁତ୍ବ ପୁର୍ଣ୍ଣ ସେକ୍ସ୍ ଅଟେ ।
 – ବଲିଉଡ୍ ଅଭିନେତ୍ରୀ ଦୀପିକା ପଦୁକନ କହିଛନ୍ତି ଯେ ତାଙ୍କ ପାଇଁ ସେକ୍ସ୍ ଫିଜିକାଲ ଠାରୁ ଅଧିକ ଇମୋଷନାଲ ସମ୍ପର୍କ ସହିତ ଯୋଡ଼ି ହୋଇଥାଏ ।
– ସମସ୍ତ ଜୀବନରୁ ପରଦା ଉଠାଉ ଥିବା ମେକର କରନ ଯୋହର କହିଛନ୍ତି ସେ ୨୬ବର୍ଷ ବୟସରୁ ନିଜର ଭର୍ଜିନିଟି ହରାଇ ଛନ୍ତି ।
– ରଣବୀର କପୁର ଗୋଟିଏ ମାଗାଜିନ୍ କୁ ଦେଇଥିବା ସାକ୍ଷାତକାରରେ କହିଥିଲେ ସେ ୧୫ ବର୍ଷ ବୟସରୁ ନିଜର ଭର୍ଯିନିଟି ହରାଇ ଛନ୍ତି ।
– ରଣବୀର ସିଂହ ଗୋଟିଏ ସାକ୍ଷାତ କାରରେ କହିଥିଲେ ଯେ ୧୨ ବର୍ଷ ବୟସରେ ତାଙ୍କ ସାଙ୍ଗ ମାନଙ୍କ ମା ମାନେ କହୁଥିଲେ ଯେ ସେ ତାଙ୍କୁ ବିଗାଡି ଦେବେ ।
– କରନ୍ ଯୋହାର ଙ୍କ ଶୋ ରେ ସଲମାନ୍ ଖାଁ କହିଥିଲେ ଯେ ସେ ଆଜି ପର୍ଯ୍ୟନ୍ତ ନିଜର ଭର୍ଯିନିଟି କୁ ବଞ୍ଚେଇ ରଖି ଛନ୍ତି ନିଜର ଭାବି ପତ୍ନୀ ପାଇଁ ।
– ସୋନମ୍ କପୁର ନେହା ଧୂପିଆ ଙ୍କ ଟକ୍ ଶୋ ରେ କହିଥିଲେ ଯେ ସେ କେବେବି ନିଜର କୌଣସି ସମକକ୍ଷ କଳାକାରଙ୍କ ସହିତ ସମ୍ବନ୍ଧ ରଖି ନାହାନ୍ତି ।
Shares