Odisha news

ଦଶପଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ନୂତନ କର୍ମକର୍ତା ଚୟନ

0

ଦଶପଲ୍ଲା୨୨/୫ : ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଦଶପଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସଭାପତି ଭାବେ ପ୍ରଶାନ୍ତ କୁମାର ମହାପାତ୍ର ।ଉପସଭାପତି – ମଳୟ କୁମାର ବେହେରା,ମିନତୀ ସାହୁ, ସାଧାରଣ ସମ୍ପାଦକ -ଲକ୍ଷ୍ମୀଧର ସାହୁ,ସହ ସମ୍ପାଦକ- ମନୋରଞ୍ଜନ ବେହେରା,କୋଷାଧ୍ୟକ୍ଷ-କାଳନ୍ଦୀ ଚରଣ ସାହୁ, ପରୀକ୍ଷା ସମ୍ପାଦକ-ଲିଙ୍ଗରାଜ ପାଣି,କ୍ରୀଡା ଓ ସାଂସ୍କୃତିକ ସମ୍ପାଦକ-ତ୍ରିନ୍ନାଥ ବିଶ୍ୱାଳ,ସାଂଗଠନିକ ସମ୍ପାଦକ-ଅଶୋକ କୁମାର ମଲ୍ଲିକ,ଜିଲ୍ଲା କମିଟି ସଦସ୍ୟ ବିଜୟ କୁମାର ସାହୁ,ମନୋରଞ୍ଜନ ବରାଡ଼,ଉପଦେଷ୍ଟା କମିଟି ସଦଷ୍ୟ-ଆରତୀ ପଣ୍ଡା,ଶୁକ୍ରସେନ ସାହୁ,ଅକ୍ଷୟ କୁମାର ନନ୍ଦ,ଶଶାଙ୍କ ଶେଖର ପ୍ରଧାନ,ସତ୍ୟ ନାରାୟଣ ଦାସ,ପ୍ରଦୀପ୍ତ କୁମାର ରାଉତ,ଜନାର୍ଦନ ମୁଦୁଲି, ଙ୍କୁ ଚୟନ କରାଯାଇଥିବା ବେଳେ ଏହି ଚୟନ ପ୍ରକ୍ରିୟା କୁ ନିର୍ବାଚନ ଅଧିକାରୀ ଭାବେ ଲକ୍ଷ୍ମୀଧର ଦାସ ଓ ଆରତୀ ପଣ୍ଡା ପରିଚାଳନା କରିଥିଲେ । ମିଡିୟା ସଂଯୋଜକ ଭାବେ ବିଘନେଶ୍ୱର ବେହେରା ଙ୍କୁ ଚୟନ କରାଯାଇଛି । ନୂତନ କର୍ମକର୍ତା ଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି ।

Leave A Reply