ଦାନଗଦି,୨୭/୧ : ଦାନଗଦି ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ଠାରେ ୭୫ ତମ ସ୍ୱଧିନତା ଦିବସ ପାଳନ କରାଯାଇଥିଲା. ସଭାପତି ବିଭୁ ଭୁଷଣ ରାଉତ ପତାକା ଉତ୍ତଳନ କରି ବକ୍ତବ୍ୟ ରଖିଥିଲେ. ଅନ୍ୟ ମାନଙ୍କ ମଧ୍ୟ୍ୟରେ ମହେନ୍ଦ୍ର ଦାଶ. ଗୁଣନିଧି ଶା. ସୁକୁମାର ଦେଓ. ରଞ୍ଜନ କୁମାର ଧୀର. ଦୟାନିଧି ପଲେଇ. ଉମାକାନ୍ତ ଜେନାମଣୀ. ରାଇଚରଣ ମାହାନ୍ତି. ରଞ୍ଜନ କୁମାର ଦାଶ. ବିରକିଶୋର ସାହୁ. ଭବାନୀ ଶଙ୍କର ଦେଓ. କୃପାସିନ୍ଧୁ ସାମନ୍ତରାୟ. କଳ୍ପତରୁ ଧଳ. ସୁନାରାମ ଗାଗରାଇ.ବାଙ୍କନିଧି ଯେନା. ବିରଞ୍ଚି ପାତ୍ର. ଦୈତାରୀ ମଲ୍ଲିକ. ଶିଶିର ନାୟକ. ପ୍ରଦୀପ ମଲ୍ଲିକ.ସେକ ସାବିର ହୁସେନ. ଦୁର୍ଗାଷଙ୍କର ବାରିକ. ନିଲୁ ଦେଓ. କୃଷ୍ଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥଲେ.(