ଏଠାରେ ଉଲ୍ଲେଖନୀୟ ଯେ ବିଗତ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀ କର୍ତ୍ତୃପକ୍ଷ ଲାଞ୍ଜିବେର୍ଣ୍ଣl ଏବଂ ଏହାର ପାଶ୍ୱବର୍ତୀ ଗ୍ରାମ ଗୁଡିକରେ ୪୯୨୦୦ ଚାରlରୋପଣ କରି ଅଞ୍ଚଳରେସବୁଜ ବନlନି ସୃଷ୍ଟି କରିବାର ଏକ ସଫଳ ପ୍ରୟାସ ଜାରି ରଖିଛନ୍ତି l କମ୍ପାନୀ ସିଏସଆର ବିଭାଗର ଅଧିକାରୀମାନେ ସ୍ଥାନୀୟ ଉଦ୍ୟାନ ବିଭାଗ ସହାୟତାରେ ଜଙ୍ଗରଟୋଲୀ, ଲାଞ୍ଜିବେର୍ଣ୍ଣl ଏବଂ କଟଙ୍ଗ ଗ୍ରାମରେ ୧୨ ଏକର ପରିମିତ ଜାଗାରେ ଆମ୍ବ ଏବଂ ଲିଚୁ ବଗିଚା ସୃଷ୍ଟି କରିଛନ୍ତି l ଆଗାମୀ ଦିନରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି କମ୍ପନୀ କର୍ତ୍ତୃପକ୍ଷ ମତବ୍ୟକ୍ତ କରିଛନ୍ତି l

Comments are closed.