Odisha news

ବାରଙ୍ଗ ବ୍ଲକ ର ସିଂଘୋଳ ଗ୍ରାମର ରାସ୍ତା ଶୋଚନୀୟ,ଅନଶନ ଚେତାବନୀ ଦେଲେ ଗ୍ରାମବାସୀ

0

ରାଜେଶ କୁମାର ଲେଙ୍କା(କଟକ):ରାସ୍ତା ମରାମତି କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକମାନେ ସାମାଜିକ ସଂଗଠନ “ଅଭିମନ୍ୟୁ”ର ଆବାହକ ଅଭିମନ୍ୟୁ ମଲ୍ଲିକ ଙ୍କ ନେତୃତ୍ୱରେ ଵହୁଦିନ ଧରି ଅଵହଳିତ କାଦୁଅ ରାସ୍ତାରେ ମହିଳା ମାନେ ଧାନଚାଷ କରି ଭିନ୍ନ ଧରଣର ପ୍ରତିବାଦ ଜଣାଇଛନ୍ତି ନିଆଳି ନିର୍ବାଚନ ମଣ୍ଡଳୀ ବାରଗଂ ବ୍ଲକ ଖଲରଦା ଗ୍ରାମ ପଞ୍ଚାୟତ ୧୫ନଂ ଓଡ଼ ସିଂଘୋଳ ଗ୍ରାମରେ ୧ କିଲୋମିଟର ବ୍ୟବଧାନ ରାସ୍ତାରେ କାଦୁଅ ପଞ୍ଚାୟତ ସ୍ତରରେ କୋଟି କୋଟି ଟଙ୍କା ଆସୁଛି କିନ୍ତୁ ବାସ୍ଥବ ରେ ସମସ୍ୟା ପାଖରେ ଫଳ ଶୁନ୍ୟ ।

ନିର୍ବାଚନ ସମୟରେ ନେତା ପ୍ରତିଶ୍ରୁତି କେଵଳ ଭୋଟ ପାଇଁ ସାଶକ ଦଳ ର ନେତା କଥା ଛାଡ , ନଵିନ ପଟ୍ଟନାୟକ ଙ୍କ ନାମରେ ଭୋଟ ଆମେ ତ ନଵିନ ବାବୁଙ୍କୁ ଦେଖି ଭୋଟ ଦେଉଛୁ ଆମେ କଣ ଏ ଵାଵୁଙ୍କୁ ଭୋଟ ଦେଉଛୁ ଯେ ଆମେ ଆମର ସମସ୍ୟା କହିଲେ ବୁଝିଵେ ମାନ୍ୟବର ଆମର ସେତିକି ଦମ୍ଭ ନାହିଁ ନବୀନ ନିବାସ ଯାଇ ସାରଙ୍କୁ ଭେଟି ଏ ସମସ୍ୟା ଦେଖାଇବୁ l ବାରଗଂ ବିଡ଼ିଓ ମହାଶୟ ସେ କଣ  ସରକାରୀ ଚାକିରୀଆ ଯଦିଓ ସରକାରୀ ଚାକିରିଆ କିନ୍ତୁ ମାନ୍ୟବରଙ୍କ ଅଧିନସ୍ଥ l ଏଣୁ ଵିନା ମାନ୍ୟବର ଙ୍କ ଆଦେଶ ରେ ଵିଡିଓ ମହାଶୟ ଯାଗା ଉପରକୁ ଆସିଵେ ନାହିଁ l ଏହି ଭଳିଆ ଵ୍ୟଵସ୍ଥା ଭିତରେ ଆମ ସମସ୍ୟା ବଢି ଚାଲିଛି ଯଦି ଵିରୋଧି ଦଳ କଥା କହିଵା ନେତା ମାଲା ମାଲ ନିର୍ବାଚନ ସମୟରେ  ଅନ୍ୟସମୟରେ କାର୍ଯ୍ୟl ସାମାଜିକ ସଂଗଠନ ଅଭିମନ୍ୟୁ ର ଆଵାହକ ଅଭିମନ୍ୟୁ ମଲ୍ଲିକ ଙ୍କ ନେତୃତ୍ୱରେ ଆଉ ୫ ଦିନ ଭିତରେ ସିଂଘୋଳ ଗ୍ରାମର ନୃସିଂହନାଥ ମଦ୍ଧିର ପାଖରେ ଅଵହଳିତ ରାସ୍ତା ନିକଟରେ ଅନଶନ ଓ ଗଣ ଧାରଣା ସାମାଜିକ ଦୂରତ୍ୱ ରଖି ।

Leave A Reply