Odisha news

ସିଆର୍‌ପିଏଫ୍‌ ଶିବିର ଉପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ

0

ପୁଲୱାମା: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଥିବା ନେୱା ଗ୍ରାମର ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌) ଶିବିର ଉପରେ ସୋମବାର ଅପରାହ୍ନରେ ସନ୍ଦିଗ୍ଧ ଆତଙ୍କବାଦୀ ଗ୍ରେନେଡ୍‌ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି।  ଆକ୍ରମଣରେ ଏବେ ସୁଦ୍ଧା କେହି ମୃତାହତ ହୋଇଥିବା ସୂଚନା ହସ୍ତଗତ ହୋଇନାହିଁ। ଜମ୍ମୁ-କଶ୍ମୀରର ସୋପିଆନ୍‌ ଜିଲ୍ଳାରେ ସୁରକ୍ଷା ବଳର ଏନ୍‌କାଉଣ୍ଟର୍‌ରେ ୩ ଜଣ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ନିହତ ହେବାର ୩ ଘଣ୍ଟା ମଧ୍ୟରେ ଏହି ଆକ୍ରମଣ ହୋଇଥିବା ସୂଚନା ରହିଛି।

India Today

@IndiaToday

Terrorists attack CRPF camp in J&K’s Pulwama. @Ashraf_wani gets us more on this.
Watch with @Ankit_Tyagi01 Live: http://bit.ly/IT_LiveTV 

Embedded video

See India Today’s other Tweets
Leave A Reply