Odisha news

ସମଗ୍ର ଦେଶରେ ୩୦୮୯୯୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ,୧୪୫୭୭୯ ଜଣ ସୁସ୍ଥ ,୮୮୮୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି

0

ନୂଆଦିଲ୍ଲୀ: ଜୁନ୍ ୧୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୦୮୯୯୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୪୫୭୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୮୮୮୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫୭୭୯ ରହିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୮୦ ଜଣ, ଆସାମରେ ୮ ଜଣ, ବିହାରରେ ୩୬ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୬ ଜଣ, ଦିଲ୍ଲୀରେ ୧୨୧୪ ଜଣ, ଗୁଜରାଟରେ ୧୪୧୫ ଜଣ, ହରିୟାଣାରେ ୭୦ ଜଣ, ହିମାଚଳ ପ୍ରଦେଶରେ ୬ ଜଣ, ଜମ୍ମୁ ଓ କଶ୍ମୀରରେ ୫୩ ଜଣ, ଝାଡ଼ଖଣ୍ଡରେ ୮ ଜଣ, କର୍ଣ୍ଣାଟକରେ ୭୯ ଜଣ, କେରଳରେ ୧୯ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୪୦ ଜଣ, ମହାରାଷ୍ଟ୍ରରେ ୩୭୧୭ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୦ ଜଣ, ପୁଦ୍ଦୁଚେରୀରେ ୨ଜଣ, ପଞ୍ଜାବରେ ୬୩ ଜଣ, ରାଜସ୍ଥାନରେ ୨୭୨ ଜଣ, ତାମିଲନାଡୁରେ ୩୬୭ ଜଣ, ତେଲେଙ୍ଗାନାରେ ୧୭୪ ଜଣ, ତ୍ରିପୁରାରେ ୧ଜଣ, ଉତ୍ତରାଖଣ୍ଡରେ ୨୧ ଜଣ, ଉତ୍ତରପ୍ରଦେଶରେ ୩୬୫ ଜଣ ଏବଂ ପଶ୍ଚମବଙ୍ଗରେ ୪୫୧ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୮), ଆନ୍ଧ୍ରପ୍ରଦେଶ (୫୬୮୦), ଅରୁଣାଚଳ ପ୍ରଦେଶ (୬୭), ଆସାମ (୩୪୯୮), ବିହାର (୬୧୦୩), ଚଣ୍ଡିଗଡ଼ (୩୩୪), ଛତିଶଗଡ଼ (୧୪୨୯), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୩୦) ଜଣ, ଦିଲ୍ଲୀ (୩୬୮୨୪), ଗୋଆ (୪୬୩), ଗୁଜରାଟ (୨୨୫୨୭), ହରିୟାଣା (୬୩୩୪), ହିମାଚଳ ପ୍ରଦେଶ (୪୮୬), ଜମ୍ମୁ ଓ କଶ୍ମୀର (୪୭୩୦), ଝାଡ଼ଖଣ୍ଡ (୧୬୧୭) କର୍ଣ୍ଣାଟକ (୬୫୧୬), କେରଳ (୨୩୨୨), ଲଦାଖ (୨୩୯), ମଧ୍ୟପ୍ରଦେଶ (୧୦୪୪୩), ମହାରାଷ୍ଟ୍ର (୧୦୧୧୪୧), ମଣିପୁର (୩୮୫), ମେଘାଳୟ (୪୪), ମିଜୋରାମ (୧୦୪), ନାଗାଲାଣ୍ଡ (୧୫୬),  ଓଡ଼ିଶା (୩୪୯୮), ପୁଦ୍ଦୁଚେରୀ (୧୫୭), ପଞ୍ଜାବ (୨୯୮୬), ରାଜସ୍ଥାନ (୧୨୦୮୬), ସିକିମ୍ (୬୩), ତାମିଲନାଡୁ (୪୦୬୯୮), ତେଲେଙ୍ଗାନା (୪୪୮୪), ତ୍ରିପୁରା (୯୬୧), ଉତ୍ତରାଖଣ୍ଡ (୧୭୨୪), ଉତ୍ତରପ୍ରଦେଶ (୧୨୬୧୬) ଓ ପଶ୍ଚିମବଙ୍ଗ (୧୦୨୪୪) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୩୧୦୫), ଅରୁଣାଚଳ ପ୍ରଦେଶ (୪), ଆସାମ (୧୫୩୭), ବିହାର (୩୫୮୭), ଚଣ୍ଡିଗଡ଼ (୨୮୬), ଛତିଶଗଡ଼ (୫୫୦), ଦାଦର ନଗର ହାୱେଲି (୨), ଦିଲ୍ଲୀ (୧୩୩୯୮), ଗୋଆ (୬୯), ଗୁଜରାଟ (୧୫୪୯୩), ହରିୟାଣା (୨୪୭୫), ହିମାଚଳ ପ୍ରଦେଶ (୨୯୭), ଜମ୍ମୁ ଓ କଶ୍ମୀର (୨୦୮୬), ଝାଡ଼ଖଣ୍ଡ (୬୭୨), କର୍ଣ୍ଣାଟକ (୩୪୪୦), କେରଳ (୧୦୦୦), ଲଦାଖ (୬୨), ମଧ୍ୟପ୍ରଦେଶ (୭୨୦୧), ମହାରାଷ୍ଟ୍ର (୪୭୭୯୬), ମଣିପୁର (୭୭), ମେଘାଳୟ (୨୨), ମିଜୋରାମ (୧) ନାଗାଲାଣ୍ଡ୍ (୪୯), ଓଡ଼ିଶା (୨୪୭୪), ପୁଦ୍ଦୁଚେରୀ (୬୭), ପଞ୍ଜାବ (୨୨୮୨), ରାଜସ୍ଥାନ (୮୮୯୮), ତାମିଲନାଡୁ (୨୨୦୪୭), ତେଲେଙ୍ଗାନା (୨୨୭୮), ତ୍ରିପୁରା (୨୭୮), ଉତ୍ତରାଖଣ୍ଡ (୯୪୭), ଉତ୍ତରପ୍ରଦେଶ (୭୬୦୯) ଓ ପଶ୍ଚିମବଙ୍ଗ (୪୨୦୬) ।

Leave A Reply