Odisha news

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ଦେଶରେ ସର୍ବାଧିକ ୧୧୬୭୫୨: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ

0

ନୂଆଦିଲ୍ଲୀ:  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ମୁତାବକ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ମହାରାଷ୍ଟ୍ରରେ ଦେଶରେ ସର୍ବାଧିକ ୧୧୬୭୫୨ ରହିଥିବା ବେଳେ ସର୍ବନିମ୍ନ ଆକ୍ରାନ୍ତ ହୋଇଛନ୍ତି ଆଣ୍ଡାମାନ ନିକ‌ୋବରରେ। ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୪।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁଯାୟୀ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୪୪), ଆନ୍ଧ୍ରପ୍ରଦେଶ (୭୦୭୧), ଅରୁଣାଚଳ ପ୍ରଦେଶ (୯୯), ଆସାମ (୪୬୦୫), ବିହାର (୬୯୪୨), ଚଣ୍ଡିଗଡ଼ (୩୬୮), ଛତିଶଗଡ଼ (୧୮୬୪), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୫୭) ଜଣ, ଦିଲ୍ଲୀ (୪୭୧୦୨), ଗୋଆ (୬୫୬), ଗୁଜରାଟ (୨୫୦୯୩), ହରିୟାଣା (୮୮୩୨), ହିମାଚଳ ପ୍ରଦେଶ (୫୬୯), ଜମ୍ମୁ ଓ କଶ୍ମୀର (୫୪୦୬), ଝାଡ଼ଖଣ୍ଡ (୧୮୯୫) କର୍ଣ୍ଣାଟକ (୭୭୩୧), କେରଳ (୨୬୯୭), ଲଦାଖ (୬୮୭), ମଧ୍ୟପ୍ରଦେଶ (୧୧୨୪୪), ମହାରାଷ୍ଟ୍ର (୧୧୬୭୫୨), ମଣିପୁର (୫୫୨), ମେଘାଳୟ (୪୪), ମିଜୋରାମ (୧୨୧), ନାଗାଲାଣ୍ଡ (୧୯୩),  ଓଡ଼ିଶା (୪୩୩୮), ପୁଦ୍ଦୁଚେରୀ (୨୪୫), ପଞ୍ଜାବ (୩୪୯୭), ରାଜସ୍ଥାନ (୧୩୫୪୨), ସିକିମ୍ (୭୦), ତାମିଲନାଡୁ (୫୦୧୯୩), ତେଲେଙ୍ଗାନା (୫୬୭୫), ତ୍ରିପୁରା (୧୧୩୫), ଉତ୍ତରାଖଣ୍ଡ (୨୦୨୩), ଉତ୍ତରପ୍ରଦେଶ (୧୪୫୯୮) ଓ ପଶ୍ଚିମବଙ୍ଗ (୧୨୩୦୦) ।

 

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୩୬୪୧), ଅରୁଣାଚଳ ପ୍ରଦେଶ (୭), ଆସାମ (୨୬୪୨), ବିହାର (୪୯୨୬), ଚଣ୍ଡିଗଡ଼ (୩୦୩, ଛତିଶଗଡ଼ (୧୧୮୦), ଦାଦର ନଗର ହାୱେଲି (୧୨, ଦିଲ୍ଲୀ (୧୭୪୫୭, ଗୋଆ (୯୬), ଗୁଜରାଟ (୧୭୪୩୦), ହରିୟାଣା (୩୯୫୨), ହିମାଚଳ ପ୍ରଦେଶ (୩୭୨), ଜମ୍ମୁ ଓ କଶ୍ମୀର (୨୯୧୪), ଝାଡ଼ଖଣ୍ଡ (୧୧୫୧), କର୍ଣ୍ଣାଟକ (୪୮୦୪), କେରଳ (୧୩୨୬), ଲଦାଖ (୯୨), ମଧ୍ୟପ୍ରଦେଶ (୮୩୮୮), ମହାରାଷ୍ଟ୍ର (୫୯୧୬୬), ମଣିପୁର (୧୯୨), ମେଘାଳୟ (୩୦), ମିଜୋରାମ (୧) ନାଗାଲାଣ୍ଡ୍ (୧୦୩), ଓଡ଼ିଶା (୩୦୪୭), ପୁଦ୍ଦୁଚେରୀ (୧୦୯), ପଞ୍ଜାବ (୨୫୩୮), ରାଜସ୍ଥାନ (୧୦୪୬୭), ସିକିମ୍ (୪), ତାମିଲନାଡୁ (୨୭୬୨୪), ତେଲେଙ୍ଗାନା (୩୦୭୧), ତ୍ରିପୁରା (୫୫୬), ଉତ୍ତରାଖଣ୍ଡ (୧୨୫୪), ଉତ୍ତରପ୍ରଦେଶ (୮୯୦୪) ଓ ପଶ୍ଚିମବଙ୍ଗ (୬୫୩୩) ।

Nalco
Leave A Reply