Odisha news

ବିଶ୍ୱର ଏମିତି ଗୋଟିଏ ଆଇଲ୍ୟାଣ୍ଡ ଯେଉଁଠିକି କରୋନା ପଜେଟୀଭି ହିଁ ବୁଲିବାକୁ ଯାଇପାରିବେ

0

ନୂଆଦିଲ୍ଲୀ : କରୋନା ମହାମାରୀ ମଧ୍ୟରେ ଗୋଟିଏ ଆଇଲ୍ୟାଣ୍ଡ ସେଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଗୋଟିଏ ସର୍ତ ରଖିଛି l ସର୍ତଟି ଏହା ଯେ ଯେଉଁ ଆଗନ୍ତୁକ ମାନେ କରୋନାରେ ପୀଡିତ ଥିବେ କିମ୍ବା ସେଥିରୁ ମୁକ୍ତି ପିଇଥିବେ ସେହିମାନେ କେବଳ ଆସି ପାରିବେ l ଏହି ଆଇଲ୍ୟାଣ୍ଡଟି ବ୍ରାଜିଲରେ ,ତାର ନାମ ହେଲା ଫର୍ଣ୍ଣlଣ୍ଡ  ଡି ନୋରଣ୍ଡl l ଏହି ଆଇଲ୍ୟାଣ୍ଡଟି ଗତ ୫ ମାସ ହେଲା ବନ୍ଦ ଥିଲା ,କିନ୍ତୁ ବର୍ତ୍ତମାନ ନୂଆ ନିୟମ ଅନୁସାରେ ଖୋଲିଛି l ଏହି ଆଇଲ୍ୟାଣ୍ଡରେ ପ୍ରତ୍ୟକ ଦିନ ଗୋଟିଏ ସୀମିତ ମାତ୍ରାରେ ଲୋକ ମାନଙ୍କୁ ଏଣ୍ଟ୍ରି କରାଯାଉଛି l ସ୍ଥାନୀୟ ଜଣେ ଅଧିକାରୀ କହିଛନ୍ତି ଯେ ସର୍ତପୁରା କାରୁଥିବା ପର୍ଯ୍ୟଟକ ମାନାଙ୍କୁ ସେପ୍ଟମ୍ବର ୧ ରୁ ଏଠାକୁ ଆସିବା ପାଇଁ ଅନୁମତି ଦିଆଯାଇଛିଇ l

ଏହି ଅଧିକାରୀ ଜଣଙ୍କ କହିଛନ୍ତି ଯେ ଏହି ନିୟମ ଏଥିପାଇଁ ଲାଗୁ କରାଯାଇଛି କାରଣ ଆଇଲ୍ୟାଣ୍ଡରେ ରହୁଥିବା ସମସ୍ତ ପର୍ଯ୍ୟଟକଙ୍କର ସୁରକ୍ଷା ସୁନିଶ୍ଚିତ ବୋଲି ଧାରା ଯିବା l ପର୍ଯ୍ୟଟକ ମାନେ କୋଭିଡି ପଜେଟୀଭି ରିପୋର୍ଟ ନିଜ ସହିତ ନେଇ ଆସିବେ ରିପୋର୍ଟଟି ଅତି କମରେ ୧୫ ରୁ ୨୦ ଦିନ ପୁରୁଣା ହୋଇଥିବା ଆବଶ୍ୟକ l ତା ସାହିତ ଆଇଲ୍ୟାଣ୍ଡକୁ ଆସୁଥିବା ପର୍ଯାବରଣ ସମ୍ବଧୀୟ ପ୍ୟାକ୍ସ ମଧ୍ୟ ଦେବାକୁ ପଡିବ l ପ୍ରାକୃତିକ ଷୌନ୍ଦର୍ଯ୍ୟ ମଧ୍ୟରେ ଭରପୁର ହୋଇ ରହିଥିବା ଏହି ଆଇଲ୍ୟାଣ୍ଡଟିକୁ ନେସନାଲ ମାରିନ ରିଜର୍ଭ ବୋଲି କୁହାଯାଏ l ସାରା ବିଶ୍ୱରୁ ପର୍ଯ୍ୟଟକ ମାନେ ଏଠାକୁ ଆସିଥାନ୍ତି ଓ ୱାର୍ଲଡ ହେରିଟେଜ ତାଲିକାରେ ଏହି ଆଇଲ୍ୟାଣ୍ଡ ସାମିଲ ହୋଇଛି l

Leave A Reply