Odisha news

ଜିଲ୍ଲା କଂଗ୍ରେସ ପକ୍ଷରୁ ପଥଚାରୀ ଙ୍କୁ ଖାଦ୍ୟ ପ୍ରଦାନ

0

ଅନୁଗୁଳ: ଏଆଇସିସିର ଆହ୍ୱାନକ୍ରମେ ପି.ସି.ସି ସଭାପତିଙ୍କ ନିଦେ୍ର୍ଦଶକ୍ରମେ ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା ଏବଂ ଜିଲ୍ଲା ଓ.ବି.ସି ସେଲର ସଭାପତି ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଜାତୀୟ ରାଜପଥ ୫୫ନଂ ଥାନା ଛକ ଠାରେ ବୁଧବାର ଦିନ ଜିଲ୍ଲା ତଥା ବାହାର ରାଜ୍ୟରୁ ଆସୁଥିବା ଭୋକିଲା,ଅସହାୟ ପଥଚାରୀ ଓ ଗାଡି ଚାଳକ ମାନଙ୍କୁ ଥଣ୍ଡା ପାନୀୟ ଜଳ ଓ ରନ୍ଧା ଖାଦ୍ୟ ବଟଂନ କରାଯାଇଥିଲା ।

ଏଥିରେ ନଗର ସଭାପତି ସୁଦିପ କୁମାର ମିଶ୍ର, ପୂର୍ବତନ କାଉନସିଲର ବଲବୀର ସିଂ, ନାଏବ ସରପଚଂ ସଂଗ୍ରାମ କେଶରୀ ସାହୁ, ଯୁବ କଂଗ୍ରେସ କର୍ମୀ ଶିବାନୀ ଶଙ୍କର ଗୋ÷ଡ, ରଶ୍ମିରଜଂନ ସାହୁ, ଆଲୋକ ସାହୁ ଓଛାତ୍ର କଂଗ୍ରେସ ନେତା ବାପୁଜୀ ପ୍ରଧାନ, ଜୁଜୁ ମହାପାତ୍ର, ଆଲୋକ ଦାଶ, ଅରୁପ ସାମଲ, ପ୍ରଦ୍ୟୁମ୍ନ ପ୍ରଧାନ, ଲୁଲୁ ପାଣିଗ୍ରାହୀ, ପହନ ସାହୁ ଓ ରାଜୀବ ଗାନ୍ଧୀ ଛାତ୍ର ସଙ୍ଗଠନର ସଭାପତି ଫାରୁକ୍ ଅହମ୍ମଦ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.