ନୂଆଦିଲ୍ଲୀ : ଜଣେ ଯୁବକ କୁକୁଡ଼ା ସହିତ ସମ୍ବଦ୍ଧ ରଖିବା ଆରୋପରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କୁ ୩ବର୍ଷ ପାଇଁ ଜେଲଦଣ୍ଡ ସୁନା ଯାଇଛି l ତାଙ୍କର ପତ୍ନୀ କୁକୁଡ଼ା ସହିତ ସମ୍ପର୍କ ରଖିଥିବାର ଭିଡ଼ିଓ ରେକର୍ଡ କରିଛନ୍ତି l ଡେଲି ମେଲରେ ଛପାଯାଇଥିବା ଖବର ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୩୭ ବର୍ଷୀୟ ଯୁବକଙ୍କ ନାମ ରେହାନ ବେଗ ଅଟେ l ଏହି ମାମଲାଟି ବ୍ରିଟେନର ବ୍ରେଡ଼ଫୋଡ଼ରେ ଘଟି ଯହିଛି l ବ୍ରେଡ଼ଫୋଡ଼ର କ୍ରାଉନ କୋର୍ଟ ବେଗଙ୍କୁ ଦୋଷୀ ସାବ୍ୟସ୍ତ କରିଛି l
ମିଳିଥିବା ସୂଚନା ଅନୁସାରେ ଘଟଣାଟି କାରଣରୁ କୁକୁଡ଼ାଟିର ମୃତ୍ୟୁ ହୋଇଯାଇଛି l ବେଗଙ୍କ ପତ୍ନୀ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କୁ ଏହି ପରି କାର୍ଯ୍ୟରେ ସହଯୋଗ କରୁଥିଲେ l କିନ୍ତୁ ଘରୋଇ ହିଂସାର ପ୍ରମାଣ ମିଳିବl କାରଣରୁ କୋର୍ଟ ପତ୍ନୀଙ୍କୁ ସଯ ଶୁଣାଇ ନାହାନ୍ତି l କୋର୍ଟ ବେଗଙ୍କର ଏହି ପ୍ରକାରର କାର୍ଯ୍ୟକଳାପକୁ ଅତ୍ୟନ୍ତ ବିକୃତ ଭାବରେ ବର୍ଣ୍ଣନା କରିଛନ୍ତି l ବେଗଙ୍କ ବିଷୟରେ ସେତେବେଳେ ଜଣl ପଡିଥିଲା ଯେତେବେଳେ ଛୋଟ ଛୁଆଙ୍କୁ ଯୌନ ଶୋଷଣର ଫଟୋ ରଖିବା ମାମଲାରେ ନେସନାଲ କ୍ରାଇମ୍ ଏଜେନ୍ସି ବେଗଙ୍କ ଘରେ ଚଢ଼ାଉ କରିଥିଲା l
ବେଗଙ୍କ କମ୍ପୁଟରରୁ ଛୋଟ ଛୁଆ ମାନଙ୍କର ଯୌନ ଶୋଷଣ ଫଟୋ ଜବତ କରାଯାଇଥିଲା l ସେହି କମ୍ପୁଟରରୁ ମଧ୍ୟ ଅଧିଆକ ଭିଡିଓ ଏହିପରି ମିଳିଥିଲା ଯେଉଁଥିରେ ଦେଖା ଯାଇଥିଲା ବେଗ ଅଧିକାଂଶ କୁକୁଡ଼ାଙ୍କ ସହିତ ସମ୍ବଦ୍ଧ ରଖିଛନ୍ତି l ଯାଞ୍ଚ ଅଧିକାରୀ ମାନେ କୋର୍ଟକୁ ଏହି ସମସ୍ତ ତଥ୍ୟ ଦେଇଥିଲେ