Odisha news

ଲାଞ୍ଚ ନେଇ କିରାଣୀ ଗିରଫ

0

ନୂଆପଡା ୩୦/୧୨ :  ନୂଆପଡା ଜିଲ୍ଲା ଖଡିଆଳ ସବରେଜିଷ୍ଟର ଅଫିସ ର କିରାଣି ସଂଜୟ କୁମାର ନାଏକ ଲାଚଂ ନେଉଥିବା ବେଳେ ଭିଜିଲାନ୍ସ ହାତ ରେ ଧରାପଡିଛନ୍ତି, ଖଡିଆଳ ଥାନା ସୁନାରିସିକୁଆଁ ଗାଁ ର ପରମେଶ୍ବର ବାରିକ ଙ୍କ ସ୍ତ୍ରୀ ଅଂଜୁ ବାରିକ ଙ୍କ ୩୦ ଡିସମିଲ ଜମି ରେଜିଷ୍ଟର ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ଅଭିଯୋଗକାରୀ ୨୦ ହଜାର ରେ ରାଜି ହୋଇଥିଲେ,କିରାଣି ଆଜି ୨୦ ହଜାର ଟଙ୍କା ଲାଂଚ ନେଇଥିବାବେଳେ ନୂଆପଡା ଭିଜିଲାନ୍ସ ଡିଏସପି ସତ୍ୟବାନ ନାଏକ ଓ କର୍ମଚାରୀ ମିଶି ରେଡ ହେଡେଣ୍ଡ ରେ ଧରିଛନ୍ତି, ଏହା ବ୍ଯତୀତ କିରାଣି ସଂଜୟ ନାଏକ ଙ୍କ ସରକାରୀ ତଥା ନୂଆପଡା ସ୍ଥିତ ବାସ ଭବନରେ ମଧ୍ୟ ତଦନ୍ତ ଜାରୀ ରହିଥିବା ଭିଜିଲାନ୍ସ ଡିଏସପି ସତ୍ୟବାନ ନାଏକ ସୁଚନା ଦେଇଛନ୍ତି

Leave A Reply