Odisha news

ଗବେଷଣାର ଖୁଲାସା : ଚୁମ୍ବନ ଦ୍ୱାରା ହ୍ରାସ ହେବ ଓଜନ, ୧ମିନିଟ ରେ ବର୍ନ ହୋଇଥାଏ ୨୬ କ୍ୟାଲୋରୀ ଫ୍ୟାଟ

0

ଚୁମ୍ବନ କରିବାର ସ୍ୱାସ୍ଥ୍ୟଗତ ଲାଭ ରହିଛି ବୋଲି ଏହା ହୁଏତ ଆପଣ କେହି ଜାଣି ନଥିବେ l କିନ୍ତୁ ହଁ ଆଜ୍ଞା ଗବେଷକ ମତରେ କ୍ୟାଲୋରୀ ବର୍ନ ହୋଇଥାଏ ବୋଲି ଗବେଷଣା କହୁଛି l ଏହା ଅଯଥା କଥା ଆପଣଙ୍କୁ ଲାଗିପାରେ, କିନ୍ତୁ ଗୋଟିଏ ରିସର୍ଚ୍ଚ ରୁ ଏହା ସାମ୍ନାକୁ ଆସିଛି l ଗବେଷକ ଙ୍କ ମତରେ ଚୁମ୍ବନ କେବଳ ଆପଣଙ୍କ ସମ୍ପର୍କ ରେ ସୁଧାର ଆଣି ନଥାଏ, ଏହା ଆପଣଙ୍କୁ ସୁସ୍ଥ ମଧ୍ୟ ରଖିଥାଏ l
– ଏହି ଗବେଷଣାରେ କୁହାଯାଇଛି ଯେ ଆପଣ ଯଦି ନିୟମିତ ନିଜ ପାର୍ଟନର କୁ ନିୟମିତ ଲିପକିସ କରିବେ ତେବେ ଆପଣଙ୍କ ଶରୀରରେ ଏଡ୍ରିନଲିନ ନାମକ ହର୍ମୋନ ପ୍ରସ୍ତୁତ ହୋଇଥାଏ , ଯାହା ଆପଣଙ୍କ ହୃତପିଣ୍ଡ ପାଇଁ ଖୁବ ହିତକର l

– ଏହାଛଡା ଆପଣ ଯଦି ନିଜ ପାର୍ଟନର ଙ୍କୁ ନିୟମିତ ଚୁମ୍ବନ କରିବେ ତେବେ ଆପଣଙ୍କ ଶରୀରରେ ଖୁବ ଭଲ ଭାବରେ ରକ୍ତ ସଂଚାଳନ ହେବ ଓ ଆପଣ ଖୁସି ରହିବେ l

– ଏହି ରିସର୍ଚ୍ଚ ରେ କୁହାଯାଇଛି ଯେ ଚୁମ୍ବନ କରିବା ଦ୍ୱାରା ଶରୀରରେ ଅକ୍ସୀଟୋସିନ , ସେରୋଟୋନିନ , ଓ ଡୋପାମାଇନ ଭଳି ହର୍ମୋନ ସ୍ତର ବୃଦ୍ଧି ପାଇଥାଏ l ଯାହାଦ୍ୱାରା ଆପଣ ଫୁର୍ତି ରହିବା ସହ କାର୍ଯ୍ୟ କରିବାରେ ଇଛା ଆସିଥାଏ l

– ଯଦି ଆପଣ ନିଜ ପାର୍ଟନର କୁ ଗୋଟିଏ ମିନିଟ କିସ କରୁଛନ୍ତି ତେବେ ୨୬  କ୍ୟାଲୋରୀ ବର୍ନ ହୋଇଥାଏ l

– କିସ କକରିବା ଦ୍ୱାରା ମହିଳା ମାନଙ୍କର ଇମ୍ୟୁନିଟି ବୃଦ୍ଧି ହୋଇଥାଏ l ଏହାଛଡା ସାଇଟୋମେଗାଲୋ ନାମକ ଭାଇରସ ର ଅପୋଜିଟ ଷ୍ଟ୍ରଙ୍ଗ ହୋଇଥାଏ l କିସ କରିବା ସମୟରେ ଆମେ ଉଭୟ ଉଭୟ ଆଡକୁ ଭାଇରସ ର ଟ୍ରାନ୍ସଫର କରିଥାଉ l ଯାହା ଆମ ଶରୀରର ଇମ୍ୟୁନିଟି ମଜବୁତ  କରିଥାଏ l

– କିସ୍ କରିବା ଦ୍ୱାରା ଆମ ଶରୀରରେ ଥିବା କୋଲେଷ୍ଟ୍ରଲ କୁ କମ କରିହୁଏ । ଏହାଛଡା ବ୍ଲଡ଼ ପ୍ରେସର୍ କୁ ନିୟନ୍ତ୍ରଣ କରି ପାରିବା । ଯଦି ଆପଣ ଙ୍କ ବ୍ଲଡ଼ ପ୍ରେସର୍ ନିୟନ୍ତ୍ରଣ ରହିବ ହାର୍ଟ ମଧ୍ୟ ସୁରକ୍ଷିତ ରହିବ ।

– କିସ୍ କରିବା ଦ୍ୱାରା ଶରୀର ରୁ ରିଲାକ୍ସ ହେଲାଭଳି ଗୁଡ଼ ହାର୍ମୋନ ନିର୍ଗତ ହୋଇଥାଏ । ମଣିଷ ମନରେ ସକାରାତ୍ମକ ଭାବନା ଭରିବା ସହିତ ଟେନ୍ସନ୍ ମୁକ୍ତ ରଖେ ।

Leave A Reply