Odisha news

ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର” ନୂଆ -ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ  ଉଯାପିତ.

0
ଆଜି 24.01.24 ରେ ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ” ନୂଆ -ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ର ଉଯାପନ ସମାରୋହ  ଅନୁଷ୍ଠାନ ର  ଅଧକ୍ଷା ଶ୍ରୀମତୀ ସସ୍ମିତା ସାମନ୍ତରାୟ ଙ୍କ ଅଧକ୍ଷତା ରେ ପାଳନ ହୋଇଯାଇଛି. ଏହି ସଭା ରେ ଉଚ୍ଚ ମାଧ୍ୟମିକ ପରିଷଦ ର ଡେପୁଟି ସେକ୍ରେଟାରୀ Dr କୁଳମଣି ଓଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଈ ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ. ଏହି କାର୍ଯ୍ୟକ୍ରମ ର ନୋଡାଲ ଅଫିସର ଅଧ୍ୟାପିକା ପ୍ରମିତା ଚୌଧୁରୀ ବିବରଣୀ ପାଠ କରିଥିଲେ. ବିଭିନ୍ନ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଗୁଡିକର କୃତି ଛାତ୍ରୀ ମାନଂକୁ  ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ. ଅଧ୍ୟାପିକା କ୍ରିଷ୍ଣା ହୋତ୍ତା ଧନ୍ୟବାଦ ଅର୍ପଣ କରିଥିଲେ. ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ.200 ରୁ ଅଧିକ ଛାତ୍ରୀ ଏଥିରେ ଯୋଗ ଦେଇଥିଲେ.

Leave A Reply