Odisha news

ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ତୋଫାନିଗ୍ରସ୍ଥ : ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ତଦାରଖ ଓ ସମୀକ୍ଷା ବୈଠକ

0
ରମ୍ଭା:  ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ପରିସରରେ ଶୁକ୍ରବାର ଦିନ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ତୋଫାନିଗ୍ରସ୍ଥ ବେଳେ କାର୍ଯ୍ୟରତ କର୍ମଚାରୀ ତଟସ୍ଥ ସାଙ୍ଗକୁ ରମ୍ଭା ସହରାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ ତଦାରଖ ଓ ସମୀକ୍ଷା ବୈଠକ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ
ରମ୍ଭା ସହରାଞ୍ଚଳର ପୋଖରୀ,ରାସ୍ତାଘାଟ,ବିଜୁଳି,ନାଳ,ଡ୍ରେନେଜ ସମେତ  ବିଭିନ୍ନ ଆନୁସଙ୍ଗିକ ଜନହିତକର ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ସ୍ୱପ୍ନା ରାଣୀ ପାଢ଼ୀ,ପୂର୍ବତନ ଅଧ୍ୟକ୍ଷ ବିଜୟ ଚନ୍ଦ୍ର ବିଶ୍ୱାଳ,ପୂର୍ବତନ,ଅଧ୍ୟକ୍ଷା ଶ୍ରୀମତି ସୌଦାମିନୀ ବିଶ୍ୱାଳ,ରମ୍ଭା ନଗର ବିଜୁ ଜନତାଦଳ ସଭାପତି ବନବାସୀ ନାହାକ,ଗଦାଧର ପରିଡା,ନାରାୟଣ ପଟନାୟକ,ସ୍ବାଧୀନ ପଣ୍ଡା,ହରି ବେହେରା,ସୁବାସ ବେଜ,ଯୋଗେନ୍ଦ୍ର ସ୍ବାଇଁ,ଜୟୀ ବିଶ୍ୱାଳ,କବିର ନାହାକ,କୃଷ୍ଣ ବେହେରା,ପ୍ରମୁଖ ଙ୍କ ସମେତ ଅନେକ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ରହିଥିଲେ।
Leave A Reply