ଛତ୍ରପୁର,୧୧।୪: ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଂଚାୟତ ସରପଞ୍ଚ ଝୁଲି ନାହାକ ଙ୍କ ମାଆ ତଥା କରାପଲ୍ଲୀ ଗ୍ରାମ ନିବାସୀ ଜ୍ୟୋସ୍ନା ନାହାକ ଙ୍କ ବିୟୋଗ ଘଟିଛି, ସେ ଜଣେ ଧର୍ମପାରାୟଣ ଏବଂ ପରୋପକାରୀ ମହିଳା ଭାବେ ସୁପରଚିତ ଥିଲେ , ତାଙ୍କର ବିୟୋଗରେ ଅଂଚଳରେ ଶୋକ ଛାୟା ଖେଳି ଯାଇଛି, ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସ୍ୱାମୀ ନାରାୟଣ ନାହାକ, ଜ୍ୱାଇଁ ମାଗୁଣି ବିଷୋୟୀ ଙ୍କ ସମେତ ୨ ପୁଅ -ବୋହୁ, ଝିଅ -ଜ୍ୱାଇଁ, ନାତି ନାତୁଣୀ ଓ ବନ୍ଧୁବାନ୍ଧବ ଏବଂ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ, ଗ୍ରାମ ଶ୍ମଶାନ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା, ମୁଖାଗ୍ନି ବଡ଼ପୁଅ ନରେନ୍ଦ୍ର ନାହାକ ଦେଇଥିଲେ