Odisha news

ସୋନାକ୍ଷୀ ସିହ୍ନାଙ୍କ ବିରୁଦ୍ଧରେ ଚାର୍ଜସିଟ୍

0

କଟଘର ର ଶିବପୁରୀ କଲୋନୀ ରେ ପ୍ରସାଦ ଶର୍ମା ରୁହନ୍ତି l ସେ ୧୫ ମାସ ପୂର୍ବରୁ ଏକ ମନରଞ୍ଜନ ଭିତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବଲିଉଡ ଚଳଚିତ୍ର ଅଭିନେତ୍ରୀ ସୋନାକ୍ଷୀ ସିହ୍ନl ମୋଟା ଅଙ୍କର ଆଡ଼ଭାନ୍ସ ନେଇଥିଲେ l ସେ ଥରଥର କରି ୨୯.୯୨ଲକ୍ଷ ଟଙ୍କା ନେଇଥିଲେ l ଏଥି ସହିତ ଟ୍ୟାଲେଣ୍ଟ ଫୁଲ୍ଲନ ର ଅଭିଶେକ ସିହ୍ନl ୬ ଲକ୍ଷ ୪୮ ହଜାର ଟଙ୍କା ନେଇଥିଲେ l ନିର୍ଧାରିତ ତାରିଖ ଦିନ ସଖାଳୁ ଫୋନ କରି କାର୍ଯ୍ୟକ୍ରମରେ ସାମିଲ ହେବ ପାଇଁ ଆଉ ଗୋଟିଏ ବିମାନ ଟିକଟର ଆବଶ୍ୟକତା ବୋଲି କହିଥିଲେ l

ଆଉ ଏକ ଟିକଟ ମଧ୍ୟ କରାଯାଇ ତାଙ୍କ ନିକଟକୁ ପଠାଯାଇଥିଲା l କିନ୍ତୁ ସୋନାକ୍ଷୀ ସିହ୍ନl ପହଂଚି ନଥିଲେ l ଇଭେଣ୍ଟ ମ୍ୟାନେଜର ଶର୍ମା ଗତ ୧୫ ଦିନ ହେଲାଣି ସୋସିଆଲ ମିଡିଆରେ ବିଭିନ୍ନ ପୋଲିସ ଅଧିକାରୀଙ୍କୁ ଗୁହାରି କରୁଥିଲେ l ଏହା ସହିତ ମୁଖ୍ୟ ମନ୍ତ୍ରୀ ,ଗୃହ ମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀଙ୍କୁ ମଧ୍ୟ ନ୍ୟାୟ ଦେବାପାଇଁ ଅନୁରୋଧ କରି ଆସୁଥିଲେ l ଇତି ମଧ୍ୟରେ ମୁରାଦlବାଦ ପୋଲିସ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନl ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି l

Leave A Reply