Odisha news

‘ବଲିଉଡ୍‌ରେ ଏଣ୍ଟ୍ରି ସହଜ ନ ଥିଲା’

0

ବଲିଉଡ୍‌ରେ ଏଣ୍ଟ୍ରି ପାଇଁ ଅଭିନେତ୍ରୀଙ୍କ ଲୁକ୍‌ଠୁ ଆରମ୍ଭ କରି ଫିଗର୍‌ ପର୍ଯ୍ୟନ୍ତ ସବୁ ପରଫେକଫ ହେବା ଉଚିତ । ୨୦୦୯ରେ ଜାକଲିନ୍‌ ଫର୍ନାଣ୍ଡିସ୍‌ ଯେତେବେଳେ ‘ଅଲାଦିନ’ରେ ବଲିଉଡ୍‌ରେ ଡେବୁ୍ୟ କରିଥିଲେ, ତାଙ୍କୁ ଅନେକ ସଜେଶନ୍‌ ଦିଆଯାଇଥିଲା । ଜାକଲିନ୍‌ ଏକ ସାକ୍ଷାତକାରରେ କହିଛନ୍ତି ଅଭିନେତ୍ରୀଭାବେ କ୍ୟାରିୟର୍‌ କରିବା ତାଙ୍କ ପାଇଁ ଥିଲା କଷ୍ଟକର । କେହି ତାଙ୍କୁ ନାକ ସର୍ଜରୀ ତ କେହି ଆଇବ୍ରୋ ଡାର୍କ କରିବାକୁ ସଜେଷ୍ଟ୍‌ କରିଥିଲେ । ଏକ ଏଜେନ୍ସି ତାଙ୍କ ନିଜ ନାମ ବଦଳାଇ ମୁସ୍କାନ ରଖିବାକୁ କହିଥିଲା । ବଲିଉଡ୍‌କୁ ଆସିବା ସମୟରେ ଏକ ଦିୱାଲି
ପାର୍ଟିରେ ଇଣ୍ଡିଆନ୍‌ ଟ୍ରାଡିଶନାଲ ୱିୟର୍‌ ପିନ୍ଧଥିଲି । ଜଣେ ଅଭିନେତା ବନ୍ଧୁ କହିଥିଲେ ଏତେ ସବୁ ପ୍ରୟାସ ବେକାର । ତୁମେ ଭାରତୀୟ ନୁହଁ ।

Leave A Reply