Odisha news

କେଉଁସବୁ ବ୍ୟକ୍ତି ରକ୍ତ ଦାନ କରିପାରିବେ ନାହିଁ, କଣ ରହିଛି ଏହା ପଛର କାରଣ

0

ସୁସ୍ଥ ରହିବ ପାଇଁ ନିହାତି ରକ୍ତଦାନ କରିବା ଜରୁରୀ l ଏହାଦ୍ୱାରା ସେଥିପାଇଁ ଶରୀର କୁ ଅନେକ ଲାଭ ମିଳିଥାଏ l ରକ୍ତଦାନ କରିବା ଦ୍ୱାରା ଅନ୍ୟର ଆମେ ଜୀବନ ବଞ୍ଚାଇବା ସହିତ ନୁତନ ରକ୍ତ କୋଷିକା ମଧ୍ୟ ତିଆରି ହୋଇଥାଏ l

କେଉଁ ବ୍ୟକ୍ତି ରକ୍ତଦାନ କରିବା ଉଚିତ ନୁହେଁ –
ରକ୍ତଦାନ ଗୋଟିଏ ମହତ ଦାନ, ରକ୍ତ ଆମ ଶରୀର ପାଇଁ ନିହାତି ଆବଶ୍ୟକ l ରକ୍ତ ଯୋଗୁଁ ଶରୀର ର ସମସ୍ତ ଅଙ୍ଗ କୁ ପୋଷାକ ତତ୍ୱ ମିଳିଥାଏ l ଏବଂ ଶରୀର ର ଅନ୍ୟ ଅଙ୍ଗ କୁ ଅକ୍ସିଜେନ ମିଳିଥାଏ l ଶରୀର ରେ ଯଦି ରକ୍ତ ହୀନତା ଦେଖା ଯାଇଥାଏ, ତେବେ ଅନେକ ରୋଗର ଶିକାର ହୋଇ ପାରନ୍ତି l ତେଣୁ ସୁସ୍ଥ ଲୋକ ମଝିରେ ମଝିରେ ରକ୍ତ ଦାନ କରିବା ଜରୁରୀ l ଯେଉଁ ଲୋକମାନେ ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରହି ଥାଆନ୍ତି ସେମାନେ ରକ୍ତଦାନ କରିପାରିବେ l ରକ୍ତଦାନ କରିବା ପାଇଁ ଅତି କମ ରେ ୧୮ ବର୍ଷ ଆୟୁ ହୋଇଥିବା ଆବଶ୍ୟକ l

ଏହିସବୁ ରୋଗରେ ରକ୍ତଦାନ କରିବା ଉଚିତ ନୁହେଁ –
– ଯେଉଁ ବ୍ୟକ୍ତିମାନେ ହେପାଟାଇଟିସ ବି ଆକ୍ରାନ୍ତ ଅଟନ୍ତି, ସେମାନେ ରକ୍ତଦାନ କରିବା ଉଚିତ ନୁହେଁ l
– ଅଧିକାଂଶ ବ୍ୟକ୍ତିଙ୍କ ନିକଟରେ ହେପାଟାଇଟିସ ସି ମଧ୍ୟ ଦେଖିବାକୁ ମିଳିଥାଏ, ସେହି ବ୍ୟକ୍ତି ରକ୍ତଦାନ ନକରିବା ଆବଶ୍ୟକ l
– HIV ରେ ପୀଡିତ ବ୍ୟକ୍ତି କଦାପି ରକ୍ତଦାନ ନକରିବା ଉଚିତ l
– ଉଚ୍ଚ ରକ୍ତଚାପ ରୋଗୀ ରକ୍ତଦାନ କରିବା ଜୀବନ ପ୍ରତି ବିପଦ ପୁର୍ଣ ହୋଇପାରେ l
– କ୍ୟାନ୍ସର ରୋଗୀ, ଯେଉଁ ବ୍ୟକ୍ତି ଙ୍କ ରକ୍ତ ରେ ଇନଫେକ୍ସନ ରହୁଛି ସେମାନେ, କଦାପି ଅନ୍ୟକୁ ରକ୍ତଦାନ କରିବା ଉଚିତ ନୁହେଁ l
– ସବୁବେଳେ ରକ୍ତଦାନ ପୂର୍ବରୁ ରୋଗୀ ଙ୍କ ମେଡିକାଲ ହିଷ୍ଟ୍ରୀ ନିହାତି ଜାଣିବା ଜରୁରୀ l
– ୫୦ ବର୍ଷରୁ ଉର୍ଧ୍ଵ ଯେଉଁ ବ୍ୟକ୍ତି କଦାପି ରକ୍ତଦାନ କରନ୍ତୁ ନାହିଁ l

Leave A Reply