Odisha news

ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ନାମ ତାଲିକା ଘୋଷଣା

 ୫ ଜଣ ଉପସଭାପତି, ୨ ଜଣ ସାଧାରଣ ସଂପାଦକ, ୬ ଜଣ ସଂପାଦକ ଏବଂ ୧ କୋଷାଧ୍ୟକ୍ଷ ପଦାଧିକାରୀ ନାମ ତାଲିକା ଘୋଷଣା
 ୨୩ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଏବଂ ୩୫ ଜଣ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ
 ମୋଦି ସରକାରଙ୍କ ବିଭିନ୍ନ ଜନଜାତି କଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ପହଂଚାଇବା ମୋର୍ଚ୍ଚାର ପ୍ରମୁଖ କାର୍ଯ୍ୟ ହେବ : ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର ତା.୦୪/୦୮: ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି ।

ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି ଭାବେ ବିଧାୟିକା କୁସୁମ ଟେଟେ, ରାମଚନ୍ଦ୍ର ହାସଂଦା, ବିଜୟ ଦିଶାରୀ, ମମିତା ନାୟକ, ବିହାରୀ ମାଝୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ସାଧାରଣ ସଂପାଦକ ଭାବେ ଗୋବର୍ଦ୍ଧନ ଭୋଏ ଓ କୌଳାସ ନାୟକ; ରାଜ୍ୟ ସଂପାଦକ ଭାବେ ବିଦ୍ୟାଧର ଶବର, ଜଳନ୍ଧର ନାୟକ, ବସନ୍ତ ପ୍ରଧାନ, ଅନନ୍ତ ଟୁଡୁ, ସିଦ୍ଧାର୍ଥ ସିଂହ, ବିରେନ୍ଦ୍ର ପୂଜାରୀ; କୋଷାଧ୍ୟକ୍ଷ ଭାବେ ବିନୋଦ ହେମ୍ବମ୍ରଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।

ଅନୁସୂଚିତ ଜନଜାତି ମୋର୍ଚ୍ଚାର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଭାବେ ବରିଷ୍ଠ ନେତା ତଥା ସାସଂଦ ଜୁଏଲ ଓରାମ, କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ପୂର୍ବତନ ବିଧାୟକ ରବି ନାରାୟଣ ନାଏକ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ବିଧାୟକ ଭାସ୍କର ମଢେଇ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ପର୍ଶୁରାମ ମାଝୀ, ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ କାଳିରାମ ମାଝୀ, ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଖାମ ସିଂହ ମାଝୀ, ବିଧାୟକ ଶଙ୍କର ଓରାମ, ନବ ଚରଣ ମାଝୀ, ଡ. ବୁଦ୍ଧାନ ମୁର୍ମୁ, ଭବାନୀ ଭୋଇ, ଇ. ଗଣେଶ ରାମ ସିଂହ ଖୁଂଟିଆ, ଆଦିତ୍ୟ ମାଢୀ, ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ପୂର୍ଣ୍ଣିମା କେରକେଟା, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ୍, କରେନ୍ଦ୍ର ମାଝୀ, ପଦ୍ମଚରଣ ହାଇବ୍ରୁ, ଭବାନୀ ଶଙ୍କର ନାୟକ ଓ ଧନୁର୍ଜୟ ସିଦ୍ଧୁଙ୍କୁ ମନୋନୀତ କରାଯାଇଛି ।

ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦିଲୀପ ନାଏକ, କ୍ଷେତ୍ରମୋହନ ସିଂହ, ନିକଲାସ ଟୋପୋ, ମନୋଜ ବାର୍ଲା, ନରସିଂହ ମିଂଜ, ସରୋଜ ସବର, ସରୋଜ ମାଝୀ, ଅଜୟ ସବର, ଅଜିତ ରାୟ, ଜଗନ୍ନାଥ ଛତ୍ରିଆ, ପୁରନ୍ଦର ସିଂହ, ସିନଦ୍ଧାର୍ଥ ସିଂହ, ଦଶମତି ଛତର, ମରେନଧଂଜ ନାୟକ, ଧନପତି ନାୟକ, ଧୀରବନ୍ଧୁ ମୁର୍ମୁ, ଡ. ପ୍ରିୟଙ୍କା ମାରାଣ୍ଡି, ହେମାନନ୍ଦ ମାଝୀ, ରଥା ଉଲକା, ଦେବ ମାଡକାମୀ, ଜଗନ୍ନାଥ ଭୂୟାଁ, ହୃଷିକେଶ, ଦେହୁରୀ, ପ୍ରଶୁଧନ ମାଝୀ, ଅଂଜନା ଭୋଇ, ଦୁର୍ଗାଚରଣ ଭୋଇ, ସନ୍ତୋଷୀ ନାଏକ, ଅମିତ ନାଏକ, ସାମଲ ନାଏକ, ଲକ୍ଷ୍ମଣ ଗଣ୍ଡ, ଶଶିଧର ମାଝୀ, କୁଷ ଟାଟି, ଅନୁପମା ନାୟକ, ସତ୍ୟବ୍ରତ ନାୟକ, ପୀତାମ୍ବର ମାଝୀ ଏବଂ ଖେଲେରାମ ମାଝୀଙ୍କୁ ମନୋନୀତ କରାଯାଇଛି ବୋଲି ଶ୍ରୀ ଗଣ୍ଡ ପ୍ରେସ ବାର୍ତାରେ ଜଣାଇଛନ୍ତି ।

ମୋଦି ସରକାରଙ୍କ ବିଭିନ୍ନ ଜନଜାତି କଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ପହଂଚାଇବା ମୋର୍ଚ୍ଚାର ପ୍ରମୁଖ କାର୍ଯ୍ୟ ହେବ । ଏହା ସହ ରାଜ୍ୟ ସରକାରଙ୍କ ଜନଜାତି ବିରୋଧୀ ନୀତି ବିରୁଦ୍ଧରେ ଆଗାମୀ ଦିନରେ ସାରା ରାଜ୍ୟରେ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି ।

Comments are closed.