Odisha news

ନୂଆ ବରଷ ପାଳନ କଲେ ବିଜେପିର କର୍ମକର୍ତା

0

ନିମାପଡା,ନିମାପଡା ନିର୍ବାଚନ ମଣ୍ଡଳୀର ବିଜେପିର ସମସ୍ତ ନବ ନିର୍ବାଚିତ କର୍ମକର୍ତା ମାନେ ସ୍ଥାନୀୟ କୁଶଭଦ୍ରା ନଦୀରେ ଆଳତୀ କରି ନୂଆ ବର୍ଷ ପାଳନ କରିଛନ୍ତି ।ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡା,ବରିଷ୍ଠ ନେତା ପୂର୍ଣ୍ଣ ଚନ୍ଦ୍ର ସାହୁ,ରାଜ କିଶୋର ନାୟକ,ସୁଶାନ୍ତ ସ୍ୱାଇଁ,ମାନସ ପ୍ରଧାନ,ସୈାଦାମିନୀ ସେନାପତି,ଜିତେନ୍ଦ୍ର ସ୍ୱାଇଁ,କୃଷ୍ଣଚନ୍ଦ୍ର ସ୍ୱାଇଁ,ସରୋଜ ସାହୁ,ଅର୍ଜୁନ ବରାଳ,ପ୍ରଭାତ ବିଶ୍ୱାଳ,ପ୍ରତାପ ମଲ୍ଲିକ,ଆଲୋକ ବେହେରା,ମିନଲତା ମହାନ୍ତି,ଝିଲ୍ଲୀ ଭୋଇ,ମାନସ ସ୍ୱାଇଁ,ରାକେଶ ବେହେରା,ସଂଜୟ ବାରିକ ପ୍ରମୁଖ କୁଶଭଦ୍ରା ନଦୀରେ ପହଂଚି ଆଳତୀରେ ସାମିଲ ହୋଇ ନୂଆବର୍ଷ ପାଳନ କରିଥିଲେ ।ଏହି ଅବସରରେ କିଭଳି କୁଶଭଦ୍ରା ନଦୀର ସୁରକ୍ଷା,ସ୍ୱଚ୍ଛତା,ଉନ୍ନତିକରଣ କରାଯାଇ ପାରିବ ବିଜେପିର ସମସ୍ତ କାର୍ଯ୍ୟକର୍ତା ସଂକଳ୍ପ ନେଇଥିଲେ ।

Leave A Reply