Odisha news

ଗୋଳବନ୍ଧ ଗ୍ରାମ ଶିବ ମନ୍ଦିର ପ୍ରାଙ୍ଗଣରେ ମାଣିତରା ମଣ୍ଡଳ ପ୍ରଶିକ୍ଷଣ ଶିବିର

0
ପୋଲସରା(ରଂଜୟ ପାଣିଗ୍ରାହୀ) : ପୋଲସରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାଣିତରା ମଣ୍ଡଳ ପ୍ରଶିକ୍ଷଣ ଶିବିର ଗୋଳବନ୍ଧ ଗ୍ରାମ ଶିବ ମନ୍ଦିର ପ୍ରାଙ୍ଗଣରେ ମଣ୍ଡଳ ସଭାପତି ସୁଶାନ୍ତ କୁମାର ଡାକୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଶିବିରକୁ ଉଦ୍‌ଘାଟନ କରି ରାଜନୈତିକ ପୃଷ୍ଠଭୂମି, ନିର୍ବାଚନ ପରିଚାଳନା, ବିଜେପିର ଇତିହାସ ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କାର୍ତ୍ତିକ କୁମାର ମଙ୍ଗାଳ ଧନ୍ୟବାଦ ଅର୍ପଣ କରିଥିଲେ ।
Leave A Reply