Odisha news

ବିଜେପିରାଜ୍ୟକାର୍ଯ୍ୟାଳୟରେ ଆମ୍ବେଦକରଙ୍କ ମହା ପରିନିର୍ବାଣ ଦିବସରେଶ୍ରଦ୍ଧାଞ୍ଜଳି

0

ଭୂବନେଶ୍ୱର : ଆଜି ଓଡିଶାବିଜେପିରରାଜ୍ୟକାର୍ଯ୍ୟାଳୟଠାରେଭାରତୀୟସଂବିଧାନ ପ୍ରଣେତାଡଃ, ଭୀମରାଓ ଆମ୍ବେଦକରଙ୍କର ୬୫ ତମମହା ପରିନିର୍ବାଣ ଦିବସଶ୍ରାଦେ୍ଧାସôବରାଜ୍ୟ ଅନୁସୂଚୀତ ଜାତିମୋର୍ଚ୍ଚାରସଭାପତିଡଃ.ବିଭୁପ୍ରସାଦ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହିଶ୍ରଦ୍ଧାଞ୍ଜଳିସଭାରେରାଜ୍ୟବିଜେପିସଭାପତିଶ୍ରୀସମୀରମହାନ୍ତିମୁଖ୍ୟ ଅତିଥି, ରାଜ୍ୟବିରୋଧୀଦଳ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକବିଶିଷ୍ଟ ଅତିଥି ତଥା ସମ୍ମାନିତ ଅତିଥି ରୂପେ ରାଜ୍ୟବିଜେପିଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝି, ପୂର୍ବତନ ମୋର୍ଚ୍ଚାସଭାପତି ତଥା ପୂର୍ବତନ ବିଧାୟକବାଇଧର ମଲ୍ଲିକ୍ ଓ ବିଜେପିବାର୍ତ୍ତାରମୁଖ୍ୟସଂପାଦକ ପ୍ରଫେସର ପୂର୍ଣ୍ଣଚନ୍ଦ୍ରମଲ୍ଲିକ୍, ରାଷ୍ଟ୍ରୀୟ ଅନୁସୂଚୀତ ଜାତିମୋର୍ଚ୍ଚାରକାର୍ଯ୍ୟକାରିଣୀସଦସ୍ୟ ବସନ୍ତ ନାୟକ ଓ ରାଘବମଲ୍ଲିକ୍ ପ୍ରମୁଖମଂଚାସୀନ ଥିଲେ । ଏହିସଭାରେବିଜେପିରାଜ୍ୟସଭାପତିଡଃ. ଭୀମରାଓ ଆମ୍ବେଦକର ଭାରତର ପ୍ରମୁଖରାଷ୍ଟ୍ରୀୟନେତା ଥିଲେଏବଂତାଙ୍କଜୀବନ ଓ ଦର୍ଶନ ତଥା ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁତାଙ୍କ ଉଦ୍ୟମତାଙ୍କୁଚିରସ୍ମରଣୀୟକରିରଖିବବୋଲିକହିଥିଲେ । ଆମେ ସମସ୍ତେତାଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ଅନୁସରଣ କରିବାଉଚିତ୍ ।
ବିରୋଧୀ ଦଳ ନେତାଶ୍ରୀ ନାୟକ ପ୍ରଧାନମନ୍ତ୍ରୀମୋଦିଙ୍କ ଉଦ୍ୟମରେକିପରିକେୱାଇସିର ନୂତନ ପରିଭାଷାରୂପେ ଭାରତରେଏବେ “”ନୋଇୱରକନ୍ଷ୍ଟିଚ୍ୟୁସନ” ଜନପ୍ରିୟତାଲାଭକରୁଛିଏବଂଭାରତୀୟ ଯୁବବର୍ଗସଂବିଧାନ ଜାଣିବାକୁ ଆଗ୍ରହ ପ୍ରକାଶକରୁଛନ୍ତି, ତା’ରସୂଚନା ଦେଇ ସାମାଜିକ ନ୍ୟାୟ ଆମର ଧେୟ ହେଉବୋଲିକହିଥିଲେ । ରାଜ୍ୟମୋର୍ଚ୍ଚାସଭାପତି ଅନୁସୂଚୀତ ଜାତିମାନେ ନିଜକୁସଂଗଠିତକରିତୃଣମୂଳସ୍ତରକୁ ନିଜକୁସୁଦୃଢକରି ନିଜର ଅଧିକାରକୁ ସାବ୍ୟସ୍ତକରିବାକୁକହିଥିଲେ । ରାଜ୍ୟରେକ୍ରମଶଃ ଦଳିତମହିଳାମାନଙ୍କ ପ୍ରତିବଢୁଥିବା ଅତ୍ୟାଚାର ସମ୍ପର୍କରେଉଲ୍ଲେଖକରିବାସହିତ ଏ ଦିଗରେସମଗ୍ରରାଜ୍ୟଭ୍ରମଣକରି ପୀଡିତମାନଙ୍କୁ ନ୍ୟାୟ ଦେବାକୁତାଙ୍କସଂକଳ୍ପବଦ୍ଧ ବୋଲି ପ୍ରକାଶକରିଥିଲେ । ଏହିସଭାରେକେନ୍ଦ୍ରାପଡାରୁସୁଦାମମଲ୍ଲିକ୍, ନିଆଳୀରୁବେଣୁଧର ବେହେରା, ଖୋର୍ଦ୍ଧାରୁଶିବମଲ୍ଲିକ୍, ନୂଆପଡାରୁମନିଂଜର ଆର୍ଯ୍ୟ, ମୁରଲୀଧର ସୁନାରକେଦାରଜଗତ୍, ନୟାଗଡରତ୍ରିନାଥ ନାୟକ, ମନୋଜମଲ୍ଲିକ୍ତିର୍ତ୍ତୋଲରୁହରିହରବେହେରା,ବାମଦେବ ମଲ୍ଲିକ, ଜଗତସିଂହପୁରରୁରନôାକରତରାଇ, ସାଲେପୁରରୁକୁଂଜମୋହନ ସେଠୀ, ଯାଜପୁରରୁବବିତାମଲ୍ଲିକ୍, ରବିନ୍ଦ୍ରବେହେରା,ପାର୍ବତୀଜେନା,କେନ୍ଦୁଝରରୁହେମନ୍ତ ମଲ୍ଲିକ୍, କଟକରରାଧାକାନ୍ତ ମଲ୍ଲିକ,ବିକାଶବେହେରା,ଭୁବନେଶ୍ୱରରୁ ଆଲୋକ ସେଠୀ, କନ୍ଧମାଳରୁରାମବିଳାସ ଦିଗାଲ, ଗଂଜାମରୁମହେଶ୍ୱରସେଠୀ, ପ୍ରମୁଖଉପସ୍ଥିତ ଥିଲେ । ଏହିକାର୍ଯ୍ୟକ୍ରମରେସମସ୍ତଜିଲ୍ଲାରଶତାଧିକବରିଷ୍ଠନେତୃବୃନ୍ଦ କୋଭିଡ୍ ନିୟମକୁ ପାଳନ କରିଯୋଗ ଦେଇ ଥିଲେ ।

Leave A Reply