Odisha news

ବିକାଶ ମଚ କୁ ଖାରଜ କଲେ ଆଠଗଡ ବାଉରୀ(ଖଦାଳ) ସମାଜ

0
ପୋଲସରା, ଗତ କିଛି ଦିନ ଧରି ଗଜାମ ଜିଲ୍ଲାରେ ଥିବା ବାଉରୀ(ଖଦାଳ) ସମାଜ କୁ କିଛି ମନ୍ଦ ଉଦ୍ଦେଶ୍ୟ ରଖି ଖଳ ପ୍ରକୁତୀର ଲୋକ(ବିକାଶ ମଚ ) ନାମରେ ତା ଲୁକା ଠୁ ଆରମ୍ଭ କରି ମୁଠା ମଧ୍ୟ ରେ ଜାତୀୟ ଲୋକମାନଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ବୀଶୁଙ୍କ୍ଜଳା ମାନ ସୁସ୍ଟୀ କରିଆସୁ ଅଛନ୍ତି। ଏହାକୁ ଆଖି ଆଗରେ ରଖି ଜିଲ୍ଲାର ସମସ୍ତ ତାଲୁକା, ମୁଠା ସଭାପତି ମାନେ ସମସ୍ତ ଜାତି ଭାଇମାନଙ୍କୁ ଏମାନଙ୍କଠୁ ଦୁରେଇ(ବିକାଶ ମଚ)ରହୀବାକୁ ପରାମର୍ଶ ଦେଇଥିଲେ। ଯାହାଫଳରେ ବିକାଶ ମଚର କିଛି ଲୋକ ସ୍ଥାନୀୟ ବିଧାୟକ ଙ୍କୁ କୁଳର କିଛି ଅଭିଯୋଗ କରିଥିଲେ,ଯାହାକୁ ନେଇ ସ୍ଥାନୀୟ ବିଧାୟକ ବିକାଶ ମଚ,ବାଉରୀ(ଖଦାଳ)ସମାଜ ର ଲୋକମାନଙ୍କୁ ଗତ 5 ତାରିଖରେ ହାତୀଓଟ ସ୍ଥୀତ ଠାକୁରାଣୀ ମନ୍ଦିର ରେ ଏକତ୍ରିତ ହେବାପାଇଁ କହିଥୀବା ସତ୍ବେ ।ଗତକାଲି ସଭାରେ ବାଉରୀ(ଖଦାଳ) ସମାଜ ଆଠଗଡ଼ ମୁଠାର ସମସ୍ତ 18 ଟି ଗ୍ରାମର ସଦସ୍ୟ ସହ ସଭାପତି ରବୀନ୍ଦ୍ର ନାହାକ, ତାଲୁକା ସଭାପତି ଅମର ନାହାକ ଙ୍କ ସହ ବିଧାୟକ ଶ୍ରୀ କାନ୍ତ ସାହୁ ଉପସ୍ଥିତ ହୋଇ ସେ ମାନଙ୍କର ଆସୀବା ବାଟକୁ ଅପେକ୍ଷା କରି ଶେଷ ରେ ସଭାକାଯ୍ଯ ବିକାଶ ମଚ ର ଅଭିଯୋଗ କୁଅଧାର କରି ସମସ୍ତ ବିଷୟ ଉପସ୍ଥିତ ଥୀବା ସଦସ୍ୟ, ମୁଠାସଭାପତି ,ତାଲୁକା ସଭାପତି ଠାରୁ ବୁଝିବା ପରେ  ସେଠାରେ ବୀକାଶମଚ ତରଫରୁ ଏକ ମାତ୍ର ବ୍ୟକ୍ତି ତଥା ପୂବତନ ମୁଠାର ସଭାପତି କାସୀନାଥ ନାହାକ (ବୀକାଶମଚ)ର ଉପସ୍ଥିତ ରହୀ ସୁଧା କରୀଥୀବା ଅଭିଯୋଗ ର ସତ୍ୟତା ଉପସ୍ଥାପନ ନକରୀବାରୁ ତାଙ୍କୁ ବୀଶୁଙ୍କ୍ଜଳା ସମାଜ ମଧ୍ୟରେ ନ କରିବା ପାଇଁ ତାଗିତ କରୀବା ସହ ସମାଜ କୁ କିପରି ଉତ୍ତମ ଭାବେ ଗଢାଯାଇ ପାରିବ ତାହା ଉପରେ ଅଧିକ ସମୟ ଦେବାକୁ ବିଧାୟକ ପରାମର୍ଶ ଦେଇଥିଲେ।
Nalco
Leave A Reply